ପରିବା ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ
ଭୁବନେଶ୍ବର : ପନିପରିବାର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ସିପିଆଇ ଓ ବିକେଏମୟୁ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ ଏବଂ ରାସ୍ତାରୋକ କରାଯାଇଥିଲା। ପୂର୍ବାହ୍ନରେ ଉଭୟ ସଂଗଠନର ବହୁ କର୍ମୀ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇର ଜୋନ୍ ସମ୍ପାଦକ ତଥା ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା କହିଥିଲେ ଯେ ୨୦୦୦ ମସିହାରେ […]









