ଚାଷୀଙ୍କ ପାଇଁ ୬୫୦୦ ମ୍ୟାଟ୍ରିକ ଟନ୍ ସାର ଦରକାର; ଆସିଛି ୪ ହଜାର ମ୍ୟାଟ୍ରିକ ଟନ୍
ମାଲକାନଗିରି: ସାରର ଅଭାବ ପରିଲକ୍ଷିତ ହୋଇଛି। ମାଲକାନଗିରି ଜିଲ୍ଲା ପାଇଁ ୬୫୦୦ ମ୍ୟାଟ୍ରିକ ଟନ ସାର ଦରକାର ପଡୁଥିବା ବେଳେ ମାତ୍ର ୪ ହଜାର ମ୍ୟାଟ୍ରିକ ଟନ୍ ସାର ଲ୍ୟାମ୍ପସଗୁଡିକରେ ରହିଥିବା ଜଣାପଡିଛି। ଜିଲ୍ଲାରେ ପ୍ରାୟ ୯୬,୫୦୦ ଚାଷୀ ରହିଛନ୍ତି। ଏତେ ସଂଖ୍ୟକ ଚାଷୀ ପାଇଁ ମାତ୍ର ୪ ହଜାର ମ୍ୟାଟ୍ରିକ ଟନ ସାର ହାତୀକୁ ହୋମିଓପାଥି ସଦୃଶ୍ୟ ହୋଇଛି। ଜିଲ୍ଲାରେ ମାର୍କଫେଡ ସହ ଅନ୍ୟ ୭ଟି ହୋଲସେଲର ରହିଥିବା ଜଣାପଡ଼ିଛି। ADVERTISEMENରିପୋର୍ଟ ଅନୁଯାୟୀ ମାଲକାନଗିରି ଲ୍ୟାମ୍ପସକୁ […]









