ଭଲ ନମ୍ବର ରଖିବା ବଡ଼ କଥା ନୁହେଁ, ଭଲ ମଣିଷ ହେବା ଆବଶ୍ୟକ
କଟକ: ଛାତ୍ରଛାତ୍ରୀମାନେ ନିଜ ଆଚରଣ ଠିକ ରଖନ୍ତୁ। ଅହଙ୍କାର ଛାଡ଼ନ୍ତୁ। ଶ୍ରେଣୀରେ ଶିକ୍ଷାଗ୍ରହଣ ବେଳେ ନିଜ ଦ୍ବନ୍ଦ୍ବ ଦୂର ନହେବା ପର୍ଯ୍ୟନ୍ତ ପ୍ରତ୍ୟେକ କଥା ପଚାରନ୍ତୁ। କେଏମ୍ବିବି ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର ଓଁକାରନାଥ ମହାନ୍ତି ଏଭଳି ପରାମର୍ଶ ଦେଇଛନ୍ତି। ବାରଙ୍ଗ ନରଣପୁରସ୍ଥିତ କ୍ୟାମ୍ପସ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ‘ସମ୍ବାଦର ସମ୍ପାଦକ, […]









