ନବକଳେବର ବିକାଶ: ହଜାରେ କୋଟି ବରବାଦ
ପୁରୀ: ୨୦୧୫ ନବକଳେବର ସମୟରେ ନୂଆ ରୂପ ପାଇଥିଲା ଶ୍ରୀକ୍ଷେତ୍ର ପୁରୀ। ପ୍ରଥମ ଥର ନବକଳେବରରେ ବିକାଶ ପାଇଁ ମିଳିଥିଲା ହଜାରେ କୋଟି ଟଙ୍କାର ଅନୁଦାନ। ରାସ୍ତାଘାଟଠାରୁ ଆରମ୍ଭ କରି କୋଠାବାଡ଼ି, ବିଜୁଳି, ପାନୀୟ ଜଳ, ପର୍ଯ୍ୟଟନ, ସବୁକ୍ଷେତ୍ରର ବିକାଶ, ଏହି ହଜାରେ କୋଟି ଟଙ୍କା ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ସମୟ ଗତିରେ ଏହି ହଜାରେ କୋଟିର ପ୍ରକଳ୍ପ ଆଜି ନିଶ୍ଚିହ୍ନ ହୋଇଗଲାଣି। କାଁ ଭାଁ ଯେଉଁ ପ୍ରକଳ୍ପ ସ୍ମୃତିଚିହ୍ନ ଭାବେ ରହିଛି, ତାହା ଅଲୋଡ଼ା […]









