ଛେଳି ଚୋର କହି ମାଡ଼, ନାବାଳକର ଆତ୍ମହତ୍ୟା
ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପଞ୍ଚାୟତ କଟାପଙ୍ଗା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୭ ବର୍ଷର ନାବାଳକକୁ ଛେଳି ଚୋର କହି ମାଡ଼ ମାରିବା ସହ ଗାଁରେ ସର୍ବସମ୍ମୁଖରେ ଅପମାନିତ କରି ୪ ହଜାର ଟଙ୍କା ଜରିମାନା କରିବାରୁ ଲଜ୍ଜା ସହିନପାରି ନାବାଳକ ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭଯୋଗ କରିଛନ୍ତି। ମୃତ ନାବାଳକ ଜଣକ କଟାପଙ୍ଗା ଗାଁର ମହିପାଳ ରଣାଙ୍କ ପୁଅ ଜିତୁ ରଣା ବୋଲି ଜଣାପଡ଼ିଛି। ଖବର […]









