ଲୋପ ପାଇଯିବ ଓଡ଼ିଶା ପୁଲିସର ଐତିହାସିକ ହୋମର୍ ପାରା: ୧୯୪୬ରେ ପୁଲିସ ବାର୍ତ୍ତାବହ ଭାବେ ସାମିଲ ହୋଇଥିଲେ
କଟକ: ଓଡ଼ିଶା ପୁଲିସ ଗଠନ ହେବା ସମୟରେ ୧୯୪୬ରେ ଦୂରଦୂରାନ୍ତକୁ ବାର୍ତ୍ତା ପ୍ରେରଣ ପାଇଁ ବିଭାଗରେ ସ୍ବତନ୍ତ୍ର ଭାବେ ସାମିଲ କରାଯାଇଥିଲା ହୋମର୍ ପ୍ରଜାତିର ତାଲିମପ୍ରାପ୍ତ ପାରାଙ୍କୁ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ପାରା ବାର୍ତ୍ତା ପ୍ରେରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। କିନ୍ତୁ ଏହି ଐତିହାସିକ ପାରାଙ୍କୁ ପରପିଢି ପାଇଁ ସାଇତି ରଖିବା ବଦଳରେ ଏବେ ଏହି ପାରା ବଂଶ ବୁଡ଼ାଇବା ଦିଗରେ ପଦକ୍ଷେପ ନିଆଯାଉଛି। ଗୋଟିଏ ସମୟରେ ରାଜ୍ୟରେ ଥିବା ୭୬୬ ପାରା ଏବେ […]









