ସ୍ପାଇସ୍ଜେଟ୍ ସର୍ବାଧିକ ବିଳମ୍ବ କରୁଥିବା ଏୟାରଲାଇନ୍
ନୂଆଦିଲ୍ଲୀ: ବିମାନରେ ଯାତ୍ରା କଲେ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିହେବ ବୋଲି ଲୋକମାନଙ୍କ ଧାରଣା ରହିଛି। ମାତ୍ର ଘରୋଇ ଏୟାରଲାଇନ୍ସ ସ୍ପାଇସ୍ଜେଟ୍ରେ ଯେଉଁ ଯାତ୍ରୀମାନେ ଟିକଟ କାଟିଥିଲେ ସେମାନଙ୍କ ଲାଗି ଏହି ଅନୁଭୂତି ଭିନ୍ନ ପ୍ରକାର ଥିଲା। ଗତ ମେ’ରେ କଂପାନିର ଅଧିକାଂଶ ବିମାନ ବିଳମ୍ବରେ ଉଡ଼ିଥିଲା। ମାତ୍ର ୬୧ ପ୍ରତିଶତ ବିମାନର ଉଡ଼ାଣ ଠିକ୍ ସମୟରେ ହୋଇଥିଲା। ଗ୍ରୀଷ୍ଣ ଋତୁରେ ଲୋକମାନେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ଲାଗି ବିମାନ ଉପରେ ନିର୍ଭରଶୀଳ ଥିଲେ। ସେହି […]









