ଧନୁ
ଧନୁ: ଲୋକମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନ ସମ୍ମାନ ପାଇବେ। କେହି ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରିପାରନ୍ତି।
କେନ୍ଦୁଝର : ଦୁର୍ଘଟଣାରେ ପରିବାରର ମୁଖ୍ୟ କିମ୍ବା ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ସମ୍ପୃକ୍ତ ପରିବାରଟି ଉଜୁଡ଼ି ଯାଉଛି। କୌଣସି ଦୁର୍ଘଟଣାରେ ୪/୫ଜଣଙ୍କ ମୃତ୍ୟୁ ଘଟିଲେ ସରକାର ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରୁଛନ୍ତି। ଜଣେ ଦୁଇଜଣଙ୍କ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ କେହି ଆଡ଼ଆଖିରେ ବି ଅନାଉ ନାହାନ୍ତି। ସରକାରୀ ସହାୟତା ପ୍ରଦାନରେ ଏଭଳି ପାତରଅନ୍ତର ପାଇଁ ମୃତକଙ୍କ ପରିବାରର ସାମାଜିକ ଓ ଆର୍ଥିକ ସ୍ଥିତି ଦୋହଲି ଯାଉଛି। ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ […]
ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩କୁ ନେଇ ମହାକାଶକୁ ଯିବାକୁ ଥିବା ଲଞ୍ଚ୍ ଭେହିକ୍ଲ ଏମ୍୩/ଏମ୍୪ (ଏଲ୍ଭି ଏମ୍୩/ଏମ୍୪)କୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର (ଏସ୍ଡିଏସ୍ସି)ର ଲଞ୍ଚପ୍ୟାଡ୍କୁ ପଠାଯାଇ ସାରିଲାଣି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏଲ୍ଭି ଏମ୍୩-ଏମ୍୪/ଚନ୍ଦ୍ରଯାନ-୩ ମିସନର ଉତ୍କ୍ଷେପଣ ନେଇ ସମୟ ଘୋଷଣା କରିସାରିଛି। ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଚନ୍ଦ୍ରଯାନ-୩ ଲଞ୍ଚ୍ ହେବାର ଯୋଜନା ରହିଛି। ଭାରତ ବର୍ତ୍ତମାନ ନିଜର ତୃତୀୟ ଚନ୍ଦ୍ର ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। […]
ନୂଆଦିଲ୍ଲୀ : କୋଟିଆ ବିବାଦକୁ ନେଇ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ଓଡିଶା ଦ୍ବାରା ଦାଖଲ କରାଯାଇଥିବା ମାମଲାରେ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିନାହାନ୍ତି। ଶୁକ୍ରବାର ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଚାମ୍ବର ଜଜ୍ଙ୍କ କୋର୍ଟରେ ତାଲିକାଭୁକ୍ତ କରାଯାଇଛି। ବିଚାରପତି ଜଷ୍ଟିସ ମନୋଜ ମିଶ୍ର ମାମଲାର ଶୁଣାଣି କରିବେ। ଓଡ଼ିଶା ଦ୍ବାରା ଜାନୁଆରି ୨୦୨୨ରେ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ମାମଲା ଦାୟର କରାଯାଇଥିଲା। ସେଥିରେ […]
ପୁଣେ: ସ୍କୁଲ୍ ‘ୱାସ୍ରୁମ୍’ରେ ‘ସିସିଟିଭି’ କ୍ୟାମେରା ଲଗାଯାଇଛି ବୋଲି ଝିଅମାନେ ଅଭିଭାବକଙ୍କ ଆଗରେ ଅଭିଯୋଗ କରିବାରୁ ପୁଣେସ୍ଥିତ ଉକ୍ତ ସ୍କୁଲ୍ର ପ୍ରିନ୍ସିପାଲ୍ଙ୍କୁ ଏକ ହିନ୍ଦୁ ସଙ୍ଗଠନର ସଦସ୍ୟଙ୍କ ସମେତ କେତେକ ଅଭିଭାବକ ମଙ୍ଗଳବାର ଦିନ ମାରଧର କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ପୁଣେର ତାଲେଗାଓଁ ନିକଟ ଆମ୍ବିସ୍ଥିତ ‘ଡି. ୱାଇ. ପାଟିଲ୍ ସ୍କୁଲ୍’ର ପ୍ରିନ୍ସିପାଲ୍ ଦକ୍ଷିଣ-ପନ୍ଥୀ ସଂଗଠନ ‘ବିଶ୍ବ ହିନ୍ଦୁ ପରିଷଦ୍’ର ସଦସ୍ୟମାନଙ୍କଠାରୁ ମାଡ଼ ଖାଇଛନ୍ତି। ସେମାନେ ଆହୁରି ମଧ୍ୟ ଅଭିଯୋଗ […]