ରାଜ୍ୟ

ବାଘ ଆକ୍ରମଣ​​ରେ ୨ ଗୁରୁତର

ବଡ଼କେରା : ଅନୁଗୁଳ ବନଖଣ୍ଡ ପୋକୁଣ୍ଡା ସେକ୍ସନ କଲରାପତିଆ ବାଘ ଆକ୍ରମଣରେ ଜଣେ ଲୋକ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ମାଣିକଯୋଡ଼ି ପଞ୍ଚାୟତ କୃଷ୍ଣଚକ୍ରଗଡ଼ ଗାଁର ଜନକ ବେହେରା ଓ ନେଙ୍କୁରୀ ବେହେରା ଗୁରୁବାର ଦିନ ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ଜଙ୍ଗଲରୁ ଏକ କଲରାପତରିଆ ବାଘ ବାହାରି ଜନକ ବେ​ହେରା(୪୦)ଙ୍କୁ ଆକ୍ରମଣ କରିଥିଲା। ଏହା ଦେଖି ନିକଟରେ ଥିବା ନେ​ଙ୍କୁରୀ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଏହି […]

ରାଶିଫଳ

ମିଥୁନ

ମିଥୁନ: ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ନିତିଦିନିଆ କାମ ସହଜରେ ପୂରା ହୋଇଯିବ। ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ।

ଅପରାଧ ରାଜ୍ୟ

ମହୁଡ଼ା ଡବଲ୍‌ ମର୍ଡ଼ର୍‌: ମୃତକଙ୍କ ହେବ ଡିଏନ୍‌ଏ ଟେଷ୍ଟ୍‌

ବ୍ରହ୍ମପୁର/ଦିଗପହଣ୍ଡି/କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଘଟିଥିବା ଡବଲ୍‌ ମର୍ଡ଼ର୍‌ ଘଟଣା ଜିଲ୍ଲାବ୍ୟାପୀ ଆଲୋଡ଼ନ ଖେଳାଇ ଦେଇଥିଲା। ଏହି ଘଟଣାରେ ମୃତ୍ୟୁ ଘଟିଥିବା ଦୁଇ ସାଙ୍ଗ ଲାଠି ଗାଁ କୁମ୍ଭାରସାହିର ଶିବରାମ ଗୌଡ଼ ଓ ପାଢ଼ୀସାହିର ଲିଟୁ ଓରଫ୍‌ ବିଘ୍ନରାଜ ପୁରୋହିତଙ୍କ ମୃତଦେହ ପରିବାର ବର୍ଗ ଚିହ୍ନଟ କରିଛନ୍ତି। କିନ୍ତୁ ଉଭୟଙ୍କ ମୃତଦେହ ପୋଡ଼ି ଯାଇଥିବା ଓ ଚେହେରା ଚିହ୍ନଟ ହେଉ ନଥିବାରୁ ଆଇନଗତ ଦୃଷ୍ଟିରୁ ପ୍ରମାଣିତ କରିବା ପାଇଁ ଉଭୟଙ୍କ […]

ରାଶିଫଳ

କର୍କଟ

କର୍କଟ: କାର୍ଯ୍ୟକ୍ଷେତ୍ରରେ ଧନଲାଭର ନୂଆ ଉତ୍ସ ତଲାସ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ।

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ୨ ନାମଲେଖା: ପ୍ରଥମ ମେଧା ତାଲିକା ପ୍ରକାଶ, ତିନି ବିଭାଗର ଶୀର୍ଷରେ ‌ରେଭେନ୍ସା

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ତଥା କଟ୍‌-ଅଫ୍‌-ମାର୍କ ପ୍ରକାଶ ପାଇଛି। ଗତ ବର୍ଷ ଅପେକ୍ଷା‌ ଏଥର ଦଶମ ଶ୍ରେଣୀରେ ପାସ୍‌ହାର କମ୍‌ ରହିଥିବାରୁ କଟ୍‌ ଅଫ୍‌ ମାର୍କ ମଧ୍ୟ ହ୍ରାସ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁଣିଥରେ ଶୀର୍ଷରେ ରହିଛି। ଅଧିକ ସଂଖ୍ୟକ ମେଧାବୀ ଛାତ୍ରଛାତ୍ରୀ ଏଠାରେ ପଢ଼ିବାକୁ ଆଗ୍ରହ ଦେଖାଇଛନ୍ତି। ବିଜେବି […]

ରାଶିଫଳ

ସିଂହ

ସିଂହ: ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ। ଅଫିସ କାମ କରିବା ବେଳେ ମନକୁ ବିଭିନ୍ନ ଯୋଜନା ଆସିବ।

ରାଜ୍ୟ

ଅନୁଗୁଳରୁ ପୁଣି ବାହାରିଲା ନକଲି ଔଷଧ: ପାଣ୍ଟୋସିଡ୍ ଡିଏସ୍‌ଆର୍‌ ନାଁରେ ବାଣ୍ଟୁଥିଲେ ବିଷ

ଅନୁଗୁଳ : ଅନୁଗୁଳ ମାର୍କେଟ୍‌ରେ ପୁଣି ନକଲି ଔଷଧ। ରୋଗୀ ପାଇଁ ସଞ୍ଜୀବନୀ ବଦଳରେ ବଣ୍ଟାଯାଉଛି ବିଷ। ଅନୁଗୁଳର ଖୋଦ୍‌ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏ ନକଲି ଔଷଧର ଶିକାର ହେବା ପରେ ଘଟଣା ପଦାକୁ ଆସିଛି। ଡ୍ରଗ୍‌ସ କଣ୍ଟ୍ରୋଲ୍‌ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଅନୁଗୁଳ ସହରରେ ଚଢ଼ଉ କରି ଆଜି ଗୋଟିଏ ମେଡିସିନ୍‌ ହୋଲ୍‌ସେଲର୍‌ ଏବଂ ରିଟେଲର୍‌ ଦୋକାନକୁ ସିଲ୍‌ କରିଛି। କେବଳ ସେତିକି ନୁହେଁ, ଏହି ଘଟଣାରେ ଉଭୟ ରିଟେଲର୍‌ ଏବଂ ହୋଲ୍‌ସେଲର୍‌ ଫାର୍ମର […]

ରାଶିଫଳ

କନ୍ୟା

କନ୍ୟା: ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ। ସାମାଜିକ ସଂସ୍ଥାର କାମରେ ସହଯୋଗ କରିବେ। ଘରୋଇ ଦାୟିତ୍ବ ନେଇ ପରିବାର ଲୋକଙ୍କ ସହ କଥା ହେବେ।

ଅପରାଧ ରାଜ୍ୟ

ଅଭିଯୁକ୍ତକୁ ଗିରଫ କରିବାକୁ ଯାଇ ମାଡ଼ ଖାଇଲା ପୁଲିସ

ନିରାକାରପୁର : ସାଦାପୋଷାକରେ ଅଭିଯୁକ୍ତକୁ ଗିରଫ କରିବାକୁ ଆସି ପୁଲିସ ମାଡ଼ ଖାଇଫେରିଛି। ପୁଲିସ ମାଡ଼ରେ ମଧ୍ୟ ୩ ଜଣ ଆହତ ହୋଇଛନ୍ତି। ଏଥିସହିତ ନିରାକାରପୁର ଥାନାରେ ଆଜି ଗଡ଼ିଶାଗୋଦା ଥାନା ପୁଲିସ ବିରୋଧରେ ଅଭିଯୋଗ ହୋଇଛି। ଖବର ଅନୁସାରେ, ନିରାକାରପୁର ଥାନା ଅଧୀନସ୍ଥ ଷ୍ଟେସନ୍‌ ରାସ୍ତାରେ ଥିବା ସୁରଥ ସାମନ୍ତରାୟଙ୍କ ପୁଅକୁ ଗିରଫ କରିବାକୁ ସାଦାପୋଷାକରେ ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନାର ଦୁଇଜଣ କନେଷ୍ଟବଳ ଆସିଥିଲେ। ସେମାନେ ସ୍ଥାନୀୟ ଥାନାକୁ ନଜଣାଇ ସିଧାସଳଖ ଶ୍ରୀ ସାମନ୍ତରାୟଙ୍କ […]

ରାଶିଫଳ

ବିଛା

ବିଛା: ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ। ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ। ଅଚାନକ ଧନଲାଭ ହେବ।