ପିଜିଆଇ ଜିଲ୍ଲାସ୍ତରୀୟ ରିପୋର୍ଟ: ଡିଜିଟାଲ ଶିକ୍ଷାରେ ଓଡ଼ିଶା ଦୁର୍ବଳ
ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଦୁଇଦିନ ତଳେ ପ୍ରକାଶିତ ପ୍ରଦର୍ଶନ ମାନକ ସୂଚକାଙ୍କ(ପିଜିଆଇ)ରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ହୋଇଥିଲା। ଗୋଟିଏ ବର୍ଷ ମଧ୍ୟରେ ୧୪ଟି ସ୍ଥାନ ତଳକୁ ଖସିଥିଲା, ଯାହାକୁ ନେଇ ଓଡ଼ିଶାରେ ରାଜନୈତିକ ବାତାବରଣ ଏବେ ବି ଉଷ୍ମ ରହିଛି। କେନ୍ଦ୍ର ନେତୃତ୍ବାଧୀନ ବିଜେପି ଓ ରାଜ୍ୟର ବିଜେଡି ନେତାମାନଙ୍କ ମଧ୍ୟରେ ତୁତୁ ମେଁମେଁ ଚାଲିଛି। ଏଭଳି ସମୟରେ ଆଜି ୨୦୨୦-୨୧ ଏବଂ ୨୦୨୧-୨୦୨୨ […]









