ଶିଳ୍ପାଞ୍ଚଳରେ ଅପହଞ୍ଚ ଇଲାକାର ଚିତ୍ର ! ଖାଲଖମା ଭର୍ତ୍ତି ରାସ୍ତା, ଜଳୁନି ଷ୍ଟ୍ରିଟ୍ ଲାଇଟ୍
ଭୁବନେଶ୍ବର: ରାଜଧାନୀର ଦୁଇ ପୁରୁଣା ତଥା ପ୍ରମୁଖ ଶିଳ୍ପାଞ୍ଚଳ ମଞ୍ଚେଶ୍ବର ଓ ରସୁଲଗଡ଼ ପ୍ରତି ସରକାର ବିମୁଖ। ରାଜ୍ୟରେ ଶିଳ୍ପର ବିକାଶ କରାଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଏ ଦୁଇ ଅଞ୍ଚଳ ପ୍ରତି ସତେଯେମିତି ଆଖି ବୁଜି ଦେଇଛନ୍ତି। ଅଞ୍ଚଳର ବିଷମ ସ୍ଥିତି ପାଇଁ ସାଧାରଣରେ ଏପରି ଅଭିଯୋଗ ଉଠୁଛି। ଏ ଦୁଇ ଶିଳ୍ପାଞ୍ଚଳରେ ମୌଳିକ ସୁବିଧା ଭୁଶୁଡ଼ି ପଡ଼ିଛି। ବର୍ଷ ବର୍ଷ ଧରି ରାସ୍ତା ଖାଲଖମାରେ ଭର୍ତ୍ତି। ଏହାର ମରାମତି କି ନିୟମିତ […]









