କର୍ମୀଙ୍କୁ ପୋଷିବା ପାଇଁ ୪ହଜାର କୋଟିର ଯୋଜନା: କଂଗ୍ରେସ
ଭୁବନେଶ୍ବର: ବିଗତ ୨୪ବର୍ଷରେ ରାଜ୍ୟ ସରକାର ମାଳ ମାଳ ଯୋଜନା କରିଛନ୍ତି। ତହିଁରୁ ଗୋଟିଏ ଯୋଜନାର ସଫଳ ରୂପାୟନ ହୋଇପାରିନାହିଁ। ପ୍ରତିଥର ନିର୍ବାଚନ ଆସିଲେ ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବିଭିନ୍ନ ଯୋଜନା ନାଁରେ ଘୋଷଣା କରାଯାଉଛି। ଗତକାଲି ରାଜ୍ୟ ସରକାର ୪ହଜାର କୋଟିର ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପଞ୍ଚାୟତସ୍ତରରେ ନିଜର ସରପଞ୍ଚ, ୱାର୍ଡ ମେମ୍ବର ଓ ଅନ୍ୟ ନେତୃବୃନ୍ଦଙ୍କୁ ଅମୂଳକ […]









