ନୂଆ ବସ୍ଷ୍ଟାଣ୍ଡରୁ ଗଡ଼ିଲା ବସ୍
ଝାରସୁଗୁଡ଼ା: ଉଦ୍ଘାଟନ ହେବାର ୨ ଦିନ ବିଳମ୍ବରେ ହେଲେ ମଧ୍ୟ ଆଜିଠାରୁ ଝାରସୁଗୁଡ଼ା ନୂତନ ବସ୍ ଟର୍ମିନାଲରୁ ବସ୍ ଗଡ଼ିବା ଆରମ୍ଭ ହୋଇଛି। ସମସ୍ତ ଘରୋଇ ଓ ସରକାରୀ ବସ୍ ଏହି ଟର୍ମିନାଲ୍କୁ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ରୁଟ୍ ଚାର୍ଟ ଅନୁସାରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି। ବସ୍ ଚଳାଚଳକୁ ବ୍ୟବସ୍ଥିତ କରିବା ପାଇଁ ବେହେରାମାଲ୍ ଛକ, ଡିପିଓ ଛକ ଓ ପ୍ରସନ୍ନ ପଣ୍ଡା ଛକରେ ପୁଲିସ୍ ମୁତୟନ କରାଯାଇଛି। ଯେଭଳି […]









