କସ୍ମୋପଲିସ୍ ଛକରେ ଟ୍ରାଫିକ୍ କଟକଣା
ଖଣ୍ଡଗିରି: କସ୍ମୋପଲିସ୍ ଛକଠାରୁ ହୋଟେଲ ୱେଲ୍କମ୍ ପର୍ଯ୍ୟନ୍ତ ଅଣ୍ଡର ପାସ୍ ଓ ୟାମାହା ସୋ’ରୁମ୍ ଠାରୁ କସ୍ମୋପଲିସ୍ ଛକ ପର୍ଯ୍ୟନ୍ତ ଫ୍ଲାଏ ଓଭର ନିର୍ମାଣ ପାଇଁ କଟକଣା ଲାଗୁ ହୋଇଛି। ଓଡ଼ିଶା ଅର୍ବାନ୍ ପୁଲିସ୍ ଆକ୍ଟ-୨୦୦୩ର ଧାରା-୨୮ ଏବଂ ପୁଲିସ କମିସନରେଟ୍ ଭୁବନେଶ୍ବର-କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର-୨୦୦୮ ଧାରା-୩୬ ଅନୁସାରେ ଏହି କଟକଣା ଲାଗୁ ହୋଇଛି। କଟକଣା ଅନୁସାରେ, ଭୁବନେଶ୍ୱରରୁ ଖୋର୍ଦ୍ଧା ଆଡ଼କୁ ଯାଉଥିବା ସମସ୍ତ ଯାନବାହାନ କସ୍ମୋପଲିସ୍ ଛକଠାରୁ ବାମ ମୋଡ଼ ନେଇ ସର୍ଭିସ୍ […]









