୪ ନକ୍ସଲ ମିଲିସିଆ ଗିରଫ
ରାୟଗଡ଼ା: ନକ୍ସଲ ସଂଗଠନକୁ ଲଗାତାର ସହଯୋଗ କରି ଆସୁଥିବା ୪ଜଣ ମିଲିସିଆଙ୍କୁ ମୁନିଗୁଡା ପୁଲିସ ଗିରଫ କରିଛି। ଏମାନେ ହେଲେ କାଡ୍ରାପାଙ୍ଗା ଗାଁର ନୂଆମାଝି କାଡ୍ରାକା(୪୦), ପାଟରାଣୀ ଗାଁର ରାଗିଡି ଗାଗରାଙ୍ଗ(୨୫), ଗୁନାଖାଇ ଗାଁର ପାଗୁଡା କିମ୍ବାକା(୩୦) ଏବଂ ବଡଡେଙ୍ଗୁଣୀ ଗାଁର ବଳି କରକରିଆ(୪୨)। ପୁଲିସ ଏକ ମାମଲା (୧୮୭/୨୩) ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ, ଜିଲ୍ଲାର ମୁନିଗୁଡା, ଅମ୍ବାଦଳା ଏବଂ ଚନ୍ଦ୍ରପୁର ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ବଢ଼ିବାରେ ଲାଗିଥିବା ଜଣାପଡିଛି। ଏହିସବୁ […]









