ଜାଣନ୍ତୁ ଆଜିର ରାଶିଫଳ
ମେଷ: ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଅଧିକ ଲାଗି ରହିବ। ସରକାରୀ ମାମଲାରେ ଦଖଲ ଦେଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବୃଷ: ଆର୍ଥିକ ଚିନ୍ତା ସମାପ୍ତ ହେବ। ବ୍ୟବସାୟରେ ଭଲ ଅବସର ପାଇବେ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ମିଥୁନ: କାମକୁ ନୂଆ ଉପାୟରେ କରିବାକୁ ଚେଷ୍ଟା କରିବେ। କାରବାରରେ ଯଥେଷ୍ଟ ସଫଳତା ପାଇବେ। ପାରିବାରିକ […]









