ତାଇୱାନ ପାଖରେ ଉଡ଼ାଇଲା ଯୁଦ୍ଧବିମାନ
ବେଜିଂ: ଗତ ଦୁଇଦିନ ହେଲା ଚୀନ୍ ତା’ର ଲଢ଼ୁଆ ଜେଟ୍ ଓ ବମ୍ବର ସହ ବଡ଼ବଡ଼ ଯୁଦ୍ଧ ବିମାନ ଓ ଜାହାଜକୁ ତାଇୱାନ ଆଡ଼କୁ ପଠାଇଥିବା ବୁଧବାର ତାଇୱାନ ପକ୍ଷରୁ କୁହାଯାଇଛି। ସମ୍ଭାବ୍ୟ ଆକ୍ରମଣ ବିରୋଧରେ ଆତ୍ମରକ୍ଷା ପାଇଁ ତାଇୱାନ ତା’ର ବାର୍ଷିକ ସମରାଭ୍ୟାସ ଆରମ୍ଭ କରିବା ପୂର୍ବରୁ ସାମରିକ ଦମ୍ ଦେଖାଇଛି ଚୀନ୍। ଏକ ରିପୋର୍ଟ ଅନୁସାରେ, ଚୀନ୍ର ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ) ମଙ୍ଗଳବାର ସକାଳ ୬ଟାରୁ ବୁଧବାର ସକାଳ ୬ଟା ମଧ୍ୟରେ ତାଇୱାନ […]









