ଲୋକସଭା ନିର୍ବାଚନ ଲଢ଼ିବେ ଅଭିଷେକ ବଚ୍ଚନ!
ପ୍ରୟାଗରାଜ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କୁ ନେଇ ପ୍ରୟାଗରାଜରେ ଅଚାନକ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ତାଙ୍କର ଆଗାମୀ ଯୋଜନାକୁ ନେଇ। କୁହାଯାଉଛି ୨୦୨୪ ନିର୍ବାଚନ ରଣଭୂମିରେ ପ୍ରୟାଗରାଜରୁ ଅବତୀର୍ଣ୍ଣ ହୋଇପାରନ୍ତି ଅଭିଷେକ। ୧୯୮୪ ମସିହାରେ ତାଙ୍କ ବାପା ଅମିତାଭ ବଚ୍ଚନ ମଧ୍ୟ ଆହ୍ଲାବାଦରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ଅମିତାଭ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀନନ୍ଦନ ବହୁଗୁଣାଙ୍କୁ ପରାଜିତ କରି ଇତିହାସ ରଚିଥିଲେ। ବିଗ୍ ବି’ଙ୍କ ଯାଦୁ ଫଳରେ […]









