ଆମ ପିଲାଙ୍କ ପାଇଁ ଫେରିଆସ, ମୁଁ ତୁମକୁ ସାଉଦି ଆରବ ନେଇଯିବି: ଗୁଲାମ ହାଇଦର୍
ନୂଆଦିଲ୍ଲୀ: ପାକିସ୍ତାନରୁ ସୀମା ପାର୍ କରି ହିନ୍ଦୁସ୍ତାନୀ ପ୍ରେମିକ ସଚିନଙ୍କ ପାଇଁ ଭାରତ ଆସିଥିବା ସୀମା ହାଇଦର୍ଙ୍କ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। କିଛି ଲୋକ ସୀମା ଓ ସଚିନଙ୍କ ସଂପର୍କକୁ ସମର୍ଥନ କରୁଥିବା ବେଳେ କିଛି ଲୋକ ସୀମାଙ୍କ ପୂର୍ବ ସ୍ବାମୀ ଗୁଲାମ ହାଇଦରଙ୍କୁ ସମର୍ଥନ କରୁଛନ୍ତି। ଏହାରି ମଧ୍ୟରେ ସୀମାଙ୍କ ପୂର୍ବ ସ୍ବାମୀ ହାଇଦର ପାକିସ୍ତାନରେ ଏକ ସାକ୍ଷାତ୍କାର ଦେଇ ସୀମାଙ୍କୁ ସେ ବହୁତ ଭଲପାଆନ୍ତି ବୋଲି କହିବା ସହ ସେ ଘରକୁ ଫେରନ୍ତୁ […]









