ରାଜ୍ୟ

ଦାଦନ ଦୁଃଖ; ପୁଣି ଜଣେ ଶ୍ରମିକଙ୍କ ଚେନ୍ନାଇରେ ମୃତ୍ୟୁ ଗଞ୍ଜାମରୁ ୫ ମାସରେ ୨୪ ମୃତ

ପାଟପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଗତ ୫ ମାସ ଭିତରେ ଜିଲ୍ଲାର ୨୩ରୁ ଅଧିକ ଶ୍ରମିକଙ୍କ ବାହାର ରାଜ୍ୟ ଓ ଦେଶରେ ମୃତ୍ୟୁ ହୋଇସାରିଲାଣି। ସେହିପରି କିଛି ଶ୍ରମିକ ଏବେବି ନିର୍ଯାତିତ ‌ହୋଇ ଫସିରହିଛନ୍ତି। ଏହି ଧାରାରେ ପୁଣି ଯୋଡ଼ିହୋଇଛି ଆଉ ଏକ ଦୁଃଖଦ ଘଟଣା। ଚେନ୍ନାଇରେ ଏକ ଦାଦନ ଶ୍ରମିକ ଭାବେ କାମ କରୁଥିବା ଜଣେ ଓଡ଼ିଆ ଯୁବକଙ୍କ ସେଠାରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟ ଘଟିଥିବା ସୂଚନା ମିଳିଛି। ମୃତକଜଣକ ହେଲେ, […]

ଅପରାଧ ରାଜ୍ୟ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରୁ ଗିରଫ ହେଲେ ନକଲି ଡାକ୍ତର: ଆଗରୁ ବାନ୍ଧିଥିଲା ତେଲେଙ୍ଗାନା ପୁଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୁଲିସ। ଗିରଫ ଯୁବକଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ବୋଲି ଜଣାପଡ଼ିଛି। ସାନଖେମୁଣ୍ଡି ଓ କଟକର ରାଣୀହାଟରେ ଥିବା ଘରୋଇ କ୍ଲିନିକରେ ପୁଲିସ ଯାଞ୍ଚ କରିବା ସହ ନକଲି ଡାକ୍ତରଙ୍କ କଟକ ଭଡ଼ା ଘରେ ମଧ୍ୟ ତଦନ୍ତ କରିଛି। और जानें […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି: ଆରମ୍ଭ ହେଲା ଦସ୍ତଖତ ସଂଗ୍ରହ

ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଜନମତ ସୃଷ୍ଟି ଉଦ୍ଦେଶ୍ୟରେ ରବିବାରଠାରୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧ଲକ୍ଷ ଭକ୍ତଙ୍କ ହସ୍ତାକ୍ଷର ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ସିଂହଦ୍ବାର ନିକଟରେ ଏହି ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୨ଶହରୁ ଅଧିକ ଭକ୍ତଙ୍କ ଦସ୍ତଖତ ସଂଗ୍ରହ ହୋଇଛି। ଆସନ୍ତା ୧ ତାରିଖରେ ୧ଲକ୍ଷ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ। ଏହି ଅଭିଯାନରେ ବୁଦ୍ଧିଜୀବୀ, ସେବାୟତ, ନିଯୋଗ, ଭକ୍ତମାନେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦ ଯାଏ ରାଜ୍ୟରେ ଲଘୁଚାପ ବର୍ଷା

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଦିନ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, […]

ଅପରାଧ ରାଜ୍ୟ

୧୦ ଲକ୍ଷରେ ସରକାରୀ ଚାକିରି ବିକ୍ରି! ଅନ୍ତଃରାଜ୍ୟ ନିଯୁକ୍ତି ଠକେଇ ରାକେଟ୍‌ର ୯ ଦଲାଲ୍‌ ଗିରଫ

ବାଲେଶ୍ବର : ନିଯୁକ୍ତି ଆଶାୟୀଙ୍କୁ ଚାକିରି କରାଇ ଦେବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଲୁଟୁଥିବା ଏକ ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗ୍‌ର ୯ ଜଣ ଦଲାଲଙ୍କୁ ରବିବାର ବାଲେଶ୍ବର ଜିଲ୍ଲା ପୁଲିସ ଗିରଫ କରିଛି। ଷ୍ଟାଫ୍‌ ସିଲେକ୍ସନ କମିସନ୍‌ ପକ୍ଷରୁ ଆୟୋଜିତ ସିଜିଏଲ୍‌ (କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେବଲ୍‌) ପରୀକ୍ଷା ରବିବାର ଦିନ ଥିବା ବେଳେ ଏହି ଦଲାଲ୍‌ ଗୋଷ୍ଠୀ ପ୍ରଶ୍ନପତ୍ର ଦିଆଯିବ ବୋଲି କହି ବିଭିନ୍ନ ରାଜ୍ୟର ପରୀକ୍ଷାର୍ଥୀଙ୍କୁ ଏକାଠି କରାଇ ବାଲେଶ୍ବର ଆଣିଥିଲେ। ତେବେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରୂପାନ୍ତରଣ ପରେ ସ୍କୁଲ୍ ଚକାଚକ୍, କିନ୍ତୁ ୧୪୫ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ମାତ୍ର ଜଣେ ଶିକ୍ଷକ

ବିଜ୍ଞାନ ଛାଡ଼ି ଆଉ କିଛି ପଢ଼ାହେଉନି ବୁଗୁଡ଼ା: ଗୁଣାତ୍ମକ ଶିକ୍ଷାର ବିକାଶ ଓ ପିଲାମାନଙ୍କୁ ଯୁଗୋପଯୋଗୀ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ହାଇସ୍କୁଲ୍‌କୁ ରୂପାନ୍ତରଣ କରି ସ୍ମାର୍ଟସ୍କୁଲ୍‌ରେ ପରିଣତ କରିଛନ୍ତି। ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ୩୭୩ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ହୋଇଛି। ଯେଉଁଠି ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ପାଠାଗାର ଓ ଲ୍ୟାବ୍ ଭଳି ଅତ୍ୟାଧୁନିକ ସୁବିଧା ଯୋଗାଇଦିଆଯାଉଛି। ଏହା ଏକ ବୈପ୍ଳବିକ ପଦକ୍ଷେପ ସତ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ବିଭିନ୍ନ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ଶିକ୍ଷକଙ୍କ ଅଭାବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବାଦ ପ୍ରଭାବ: କାଶୀପୁରରେ ହେବ ଖୁବଶୀଘ୍ର ଆମ୍ବ ପ୍ରୋସେସିଂ ୟୁନିଟ୍‌

ରାୟଗଡା: ଜିଲ୍ଲାର କାଶୀପୁର ଆମ୍ବ ଚାଷରେ କେବଳ ଜିଲ୍ଲା ନୁହେଁ ବରଂ ରାଜ୍ୟ ଏବଂ ରାଜ୍ୟ ବାହାରେ ମଧ୍ୟ ଖ୍ୟାତି ଅର୍ଜନ କରିଛି। ଭଳିକି ଭଲି ସୁଆଦିଆ ଆମ୍ବ ଏହି ବ୍ଲକରେ ମିଳିଥାଏ। ତେବେ ପ୍ରଚୁର ଆମ୍ବ ଚାଷ ଯୋଗୁଁ ବଜାର ନଥିବାରୁ ଚାଷୀ କ୍ଷତି ସବୁଛନ୍ତି। ଚାଷୀଙ୍କ ଦୁଃଖ କେହି ଶୁଣୁଛନ୍ତି ନା ତାଂକ ପ୍ରତି କେହି ଦୟା ଦେଖାଉଛନ୍ତି। କାଶୀପୁର ବ୍ଲକରେ ପ୍ରାୟ ୩ ହଜାର ହେକ୍ଟରରେ ଆମ୍ବ ଚାଷ କରାଯାଇଥାଏ। ପ୍ରାୟ ପ୍ରତିବର୍ଷ […]

ଅପରାଧ ରାଜ୍ୟ

ଅନ୍ତଃରାଜ୍ୟ ସାଇବର ଅପରାଧୀଙ୍କ ଟାର୍ଗେଟ୍‌ରେ ଓଡ଼ିଶା, ୩ ବର୍ଷରେ ବନ୍ଧା ‌ହେଲେଣି ୪୮ ଠକ

ଭୁବନେଶ୍ବର : ବାହାର ରାଜ୍ୟ ସାଇବର ଅପରାଧୀଙ୍କ ଟା‌ର୍ଗେଟ୍‌ରେ ଓଡ଼ିଶା। ଅପହଞ୍ଚ ଦୂରରେ ରହି କ୍ଷଣିକରେ କରୁଛନ୍ତି ଆକାଉଣ୍ଟ ଗୋଲ୍‌। ଆଜିର ଅତ୍ୟାଧୁନି ଇଣ୍ଟରନେଟ୍‌ ଯୁଗରେ ପୁଲିସ, ଗୁଇନ୍ଦା, ସୁରକ୍ଷା ବ୍ୟବସ୍ଥା ଯେତେ ଆଗକୁ ଯାଉଛି ସାଇବର ଠକ ମଧ୍ୟ ଯୁଗ ସହ ତାଳଦେଇ ଆଉ କେଇପାଦ ଆଗକୁ ଯାଉଛନ୍ତି। ଏହି ଅଦୃଶ୍ୟ ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବା କାଠିକର ପାଠ ହୋଇପଡ଼ିଛି। ଗତ ୩ବର୍ଷରେ ଓଡ଼ିଶାରୁ ଶହ ଶହ କୋଟି ଟଙ୍କା ଠକେଇ କରିଥିବା ୪୮ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରାବଣ ମାସ ଦ୍ୱିତୀୟ ସୋମବାର: ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ବର: ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର। ଏଥିଲାଗି ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି। କଟକର ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଲମ୍ବା ଲାଇନ୍ ଲାଗିଛି। ସେପଟେ ଭଦ୍ରକର ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଜଳଲାଗି କରିଛନ୍ତି। ସେହିପରି ରାଜଧାନୀର ଲିଙ୍ଗରାଜଙ୍କ ପୀଠରେ ମଧ୍ୟ କାଉଡ଼ିଆଙ୍କ ଗହଳି ଲାଗି ରହିଛି। ଏଣେ ଢେଙ୍କାନାଳର କପିଳାସରେ ବି ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି।नें ଗୋଟିଏ […]

ଅପରାଧ ରାଜ୍ୟ

ଚୋରା ମାଙ୍ଗାନିଜ ଜବତ, ୭ ଗିରଫ

ଯୋଡ଼ା: ବାମେବାରି ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ରାସ୍ତାରେ ଗତକାଲି ରାତିରେ ପୁଲିସ ଚଢ଼ଉ କରି ଦୁଇଟି ଚୋରା ମାଙ୍ଗାନିଜ ବୋଝେଇ ମିନିଟ୍ରକ୍‌କୁ ଜବତ କରିବା ସହ ୭ଜଣକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ରୁଗୁଡ଼ି ଥାନା ଚୋରମାଲଦା ଅଞ୍ଚଳର ସଚିନ ମହାକୁଡ଼, ସତୀଶ ଖଛପ, ଝାଡ଼ଖଣ୍ଡ ମଝିଗାଁ ଥାନା ଖରପୋସ ଅଞ୍ଚଳର ଏମ୍‌ଡି ତସିମ, ସହିବୁଲ ଆନସାରୀ, ତସିବୁଲଆନସାରୀ, ମହମ୍ମଦ ଅଲ୍ଲୀ ଓ ଆନ୍‌ସାରୁ ଆନ୍‌ସାରୀ। ଗତକାଲି  ରାତି ପ୍ରାୟ ସାଢ଼େ ୮ଟା ସମୟରେ ବାମେବାରି ପୁଲିସ […]