ଆଇଏସ୍ଆଇ ଲିଙ୍କ୍ ସନ୍ଦେହରେ ସୀମା ଓ ସଚିନଙ୍କ ବାପାଙ୍କୁ ଜେରା କରିବ ଏଟିଏସ୍
ନୂଆଦିଲ୍ଲୀ: ବେନିୟମ୍ ଭାବେ ସୀମା ପାର୍ କରି ପାକିସ୍ତାନରୁ ନିଜ ପ୍ରେମୀ ସଚିନଙ୍କ ପାଇଁ ଭାରତ ଆସିଥିବା ସୀମା ହାଇଦରଙ୍କ ଉପରେ ରହିଥିବା ସନ୍ଦେହକୁ ନେଇ ଉତ୍ତରପ୍ରଦେଶ ପୁଲିସ୍ର ଆଣ୍ଟି-ଟେରୋରିଷ୍ଟ ସ୍କ୍ବାଡ୍ (ଏଟିଏସ୍) ଆଜି ଭଭୟ ସୀମା ଓ ତାଙ୍କ ପ୍ରେମୀ ସଚିନଙ୍କ ବାପାଙ୍କୁ ପଚରାଉଚରା ପାଇଁ ନେଇଛି। ସୀମା ବେଆଇନ ଭାବେ ଭାରତରେ ପ୍ରବେଶ କରି ଭାରତ ଆସିବା ପରେ ଏବେ ତାଙ୍କ ପ୍ରେମୀ ସଚିନଙ୍କ ସହ ତାଙ୍କ ଘରେ ରହୁଛନ୍ତି। ସେ ନିଜକୁ ସଚିନଙ୍କ […]









