ବିରୋଧୀ ମେଣ୍ଟର ‘ଇଣ୍ଡିଆ’ ନାମକୁ ନେଇ ରାଜନୀତି ତେଜିଲା
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ୨୬ ବିରୋଧୀ ଦଳ ଗୋଟିଏ ମେଣ୍ଟରେ ଲଢ଼ିବେ। ଏହି ବିରୋଧୀ ମେଣ୍ଟର ନାଁ ରଖାଯାଇଛି ‘ଇଣ୍ଡିଆ’- ‘ଇଣ୍ଡିଆନ ନେସ୍ନାଲ ଡେଭଲପମେଣ୍ଟାଲ ଇନକ୍ଲୁଜିଭ ଆଲିଆନ୍ସ’ (ଭାରତୀୟ ରାଷ୍ଟ୍ରୀୟ ବିକାଶଶୀଳ ସମ୍ମିଳିତ ମେଣ୍ଟ)। ତେବେ ମେଣ୍ଟର ‘ଇଣ୍ଡିଆ’ ନାମକୁ ନେଇ ଜୋରଦାର ରାଜନୀତି ଆରମ୍ଭ ହୋଇଯାଇଛି। ବିରୋଧୀ ଦଳମାନେ ଏହାକୁ ‘ଟିମ୍ ଇଣ୍ଡିଆ’ କହୁଥିବା ବେଳେ ବିଜେପି ନେତାମାନେ ଏହା ବିରୋଧୀ ଦଳଙ୍କ ଦେବାଳିଆ ମାନସିକତା ବୋଲି କହିଛନ୍ତି। ବିରୋଧୀ ମେଣ୍ଟର ନାଁକୁ ଟାର୍ଗେଟ୍ […]









