‘ମଥାରେ ସିନ୍ଦୂର ନଥିଲେ ଜାଣିବ ପ୍ଲଟ ଖାଲି ଅଛି’ ବୟାନକୁ ନେଇ ଅଡୁଆରେ ପଡିଲେ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ
ନୂଆଦିଲ୍ଲୀ: ବାଗେଶ୍ୱର ଧାମର ବାବା ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କର ଏକ ବିବୃତ୍ତି ପାଇଁ ବିବାଦ ଭିତରକୁ ଆସିଛନ୍ତି। ମହିଳାଙ୍କୁ ନେଇ ସେ ଏପରି ବିବୃତ୍ତି ଦେଇଛନ୍ତି ଯେଉଁଥିରେ ମହିଳା ସଂଗଠନ ଆପତ୍ତି ଉଠାଇଛନ୍ତି। ଆଜାଦ ଅଧିକାର ସେନା ନାମକ ଏକ ସଂଗଠନର ଜାତୀୟ ସାଧାରଣ ସମ୍ପାଦକ ନୂତନ ଠାକୁର ବାବା ବାଗେଶ୍ୱର ଧାମ ମୁଖ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ବିବୃତ୍ତି ବିରୋଧରେ ଜାତୀୟ ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି। ଗ୍ରେଟର ନୋଏଡାରେ ପ୍ରବଚନ ଦେଉଥିବା ସମୟରେ […]









