ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍: ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଗଲେ ତାରା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଦେଇଛି କଂଗ୍ରେସ। ଏହାକୁ ନେଇ ଆଜି ଦିନତମାମ ବିଧାନସଭା ଗୃହ ସରଗରମ ରହିଥିଲା। ମୁଖ୍ୟମନ୍ତ୍ରୀ ଗୃହର ନେତା ହୋଇ ଗୃହର ମର୍ଯ୍ୟାଦାହାନୀ କରିଛନ୍ତି ବୋଲି ବିରୋଧୀ ଗର୍ଜନ କରିଥିଲେ। ବିଜେପି ବି ବିରୋଧୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଅଭିଯୋଗ ଆଣିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ। ଆଜି ଶୂନ୍ୟକାଳରେ ବାଚସ୍ପତି ପ୍ରଥମେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ […]









