ଗୁଣ୍ଡୁରୁଚୁଆଁ ନାବାଳିକା ଗଣଦୁଷ୍କର୍ମ ମାମଲା: ତିନି ଅଭିଯୁକ୍ତଙ୍କୁ ୩୦ ବର୍ଷ ଜେଲ ଦଣ୍ଡ
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଡୁରୁଚୁଆରେ ୨୦୧୫ରେ ଘଟିଥିବା ଏକ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ ଗୁଣ୍ଡୁରୁଚୁଆଁର ପ୍ରତାପ ପଟେଲ, ସାରଥୀ କିସାନ ଓ ରାଜେନ୍ଦ୍ର ନାୟକ ଓରଫ୍ ରାଜିନ ଖାଡ଼ିଙ୍କୁ ଦୋଷୀ ସାବ୍ୟସ୍ତ କରି ୩୦ ବର୍ଷ ଜେଲ ଦଣ୍ଡ ଓ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦାଖଲ ପାଇଁ ଆଦେଶ ଦେଇଛନ୍ତି। ବିବରଣୀ ଅନୁସାରେ, ୨୦୧୫ […]









