ଅନିଶ୍ଚିତତାରେ ଝାରସୁଗୁଡ଼ା ବିମାନବନ୍ଦର ଭବିଷ୍ୟତ, କ୍ଷତି ସହୁଛନ୍ତି ଏୟାରଲାଇନ୍ସ କମ୍ପାନି
ଝାରସୁଗୁଡା : ଝାରସୁଗୁଡ଼ାସ୍ଥିତ ଭିଏସ୍ଏସ୍ ବିମାନ ବନ୍ଦରର ଭବିଷ୍ୟତ ଅନିଶ୍ଚିତତା ଦେଇ ଗତିକରୁଛି। ବିମାନରେ ଯାତ୍ରା ପାଇଁ ଲୋକଙ୍କ ଆଗ୍ରହ ହ୍ରାସ ପାଉଥିବାରୁ କ୍ଷତିରେ ଚାଲିଛନ୍ତି ଏୟାରଲାଇନ୍ସ କମ୍ପାନି। କମ୍ପାନିଙ୍କ କହିବା ଅନୁସାରେ, ଗତ ୧୫ ଦିନ ହେଲା ବିମାନର ପ୍ରତି ଟ୍ରିପରେ ଖର୍ଚ୍ଚ ହେଉଥିବା ଇନ୍ଧନର ୫୦ ପ୍ରତିଶତ ଟଙ୍କା ବି ଟିକଟରୁ ବାହାରିପାରୁନି। ଏ ନେଇ ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରିଙ୍କୁ ପଚାରିବାରେ ଏ ସମ୍ପର୍କରେ କିଛି ଉତ୍ତର ଦେଇ ହେବନି ବୋଲି […]









