ଗଛ ଲଗାଉଛନ୍ତି, ବଞ୍ଚାଇପାରୁ ନାହାନ୍ତି: କୌଣସି ବର୍ଷ ଶତ ପ୍ରତିଶତ ସଫଳତା ମିଳିନି
ଭୁବନେଶ୍ବର: ୨୦୧୪-୧୫ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୨୦ ଲକ୍ଷ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଛି। ଏହି ୧୦ ବର୍ଷ ମଧ୍ୟରେ ୩୯ କୋଟି ଚାରା ରୋପଣ ହୋଇଥିବା ବେଳେ ୩୨ କୋଟି ଚାରା ବଣ୍ଟନ ହୋଇଛି। ୨୦୧୬-୧୭ରେ ସର୍ବାଧିକ ୪ଲକ୍ଷ ହେକ୍ଟର ଜମିରେ ଚାରା ଲଗାଯାଇଥିଲା। ଯେତେବେଳେ କି ୨୦୧୭-୧୮ରେ ୩ ଲକ୍ଷ ୮୨ ହେକ୍ଟର, ୨୦୧୫-୧୬ରେ ୩ ଲକ୍ଷ ୫୭ ହେକ୍ଟର, ୨୦୧୮-୧୯ରେ ୨ ଲକ୍ଷ ୪୮ ହେକ୍ଟର ଜମିରେ ଚାରା […]









