ଗଠନ ହେଲା ଦୁର୍ନୀତି ବିରୋଧୀ ସାମ୍ମୁଖ୍ୟ
ଭୁବନେଶ୍ୱର: ୧୯୩୬ ମସିହାରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡିଶା ଗଠନ ପାଇଁ ନିଜକୁ ଉତ୍ସାର୍ଗୀକୃତ କରି ଥିବା ମହାମନୀଷୀମାନେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ବାସ୍ତବ ରୂପ ନେଇ ପାରିନାହିଁ। ସମ୍ପଦର ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଓଡ଼ିଶା ଆଜି ବି ଦେଶରେ ଗରିବତମ ରାଜ୍ୟ ଭାବରେ ଗଣା ହଉଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟକୁ ଏହି ପରିଚୟ ଦେଇଛି। ଯେତିକି ବ୍ୟୟବରାଦ ହେଉଛି ତା’ର ସିଂହ ଭାଗ ବାଟମାରଣା ହୋଇ ଯାଉଛି। ଏହି ସମସ୍ୟାର ମୂଳୋତ୍ପାଟନ ପାଇଁ […]









