ବିଜେପିକୁ ଭରସା ବିଜେଡି: ମୋଦୀ ଫୋନ କଲେ, ନବୀନ ମାନିନେଲେ
ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ମୋଦୀ ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିଜୁ ଜନତା ଦଳ(ବିଜେଡି) ବିରୋଧ କରିବ। ଚଳିତ ମାସ ୮ ତାରିଖରୁ ୧୦ ତାରିଖ ଯାଏଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ହେବାର ଯଥେଷ୍ଟ ପୂର୍ବରୁ ବିଜେଡି ତାହାର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଅନାସ୍ଥା ପ୍ରସ୍ତାବ ନୋଟିସ ଗୃହୀତ ହେବା ପରେ ବିଜେଡି ଏହାକୁ ସମର୍ଥନ କରିବ ନା ବିରୋଧ କରିବ ନା ବିରତ ରହିବ ସେ ନେଇ ରାଜନୈତିକ ମହଲରେ ଯେଉଁ […]









