କୁନି ଅପା ଦଳ ପାଇଁ ସଂଘର୍ଷ, ସମର୍ପଣର ଏକ ବେଞ୍ଚ ମାର୍କ ଛାଡ଼ି ଯାଇଛନ୍ତି: ଧର୍ମେନ୍ଦ୍ର
ଭୁବନେଶ୍ବର: ପୂର୍ବତନ ବିଧାୟିକା ଓ କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ସ୍ୱର୍ଗତ ନିବେଦିତା ପ୍ରଧାନ(କୁନି ଅପା) ଆମ ଦଳ ପାଇଁ ସଂଘର୍ଷ, ସମର୍ପଣ ଓ ପରିଶ୍ରମର ଏକ ବେଞ୍ଚମାର୍କ ଛାଡି ଯାଇଛନ୍ତି। ବୁଧବାର ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଏବଂ ନିବେଦିତା ପ୍ରଧାନଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଥିଲେ ଯେ ସମସ୍ତଙ୍କର […]









