ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ବାଲେଶ୍ବର ସରକାରୀ ବାସଭବନ ଓ ଜଳେଶ୍ଵର ସ୍ଥିତ ଘରେ ଭିଜିଲାନ୍ସ ଚଢ଼ଉ
ଜଳେଶ୍ଵର: ଜଳସମ୍ପଦ ବିଭାଗର ବାଲେଶ୍ଵର ସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ବାଲେଶ୍ଵର ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ ଜଳେଶ୍ଵର ବଡ଼ବଜାର ସ୍ଥିତ ବାସଭବନରେ ଭିଜିଲାନ୍ସର ୯ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। ଟିମ୍ ଆଜି ଭୋର ସମୟରୁ ଚଢ଼ଉ ଆରମ୍ଭ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆଧାରରେ ଏହି ଚଢ଼ଉ ହୋଇଥିବା ସୂଚନା ମିଳିଛି। ଶ୍ରୀ ପ୍ରଧାନଙ୍କ ଘର ଜଳେଶ୍ଵର ହୋଇଥିବା ବେଳେ ସେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ୨୦୨୧ […]









