ଏସ୍ଟିଏଫ୍ ଫାଶରେ ଠକେଇ ରୢାକେଟ୍ ମାମଲା: ଧରାପଡ଼ିଲା ମାଷ୍ଟରମାଇଣ୍ଡ୍ କାହ୍ନୁ
ଭୁବନେଶ୍ବର: ସରକାରୀ ଚାକିରି କରାଇବାଠାରୁ ଆରମ୍ଭ କରି ବଦଳି, ନୂତନ ସ୍ଥାନରେ ପୋଷ୍ଟିଂ କରାଇବା ବାହାନାରେ ଠକେଇ କରିବା ଏବଂ ମଦ ଲାଇସେନ୍ସ କରାଇବାଠାରୁ ଆରମ୍ଭ କରି କ୍ରସର ଲାଇସେନ୍ସ କରାଇବା ଆଳରେ ଠକେଇ କରିବା ରୢାକେଟ୍ର ମାଷ୍ଟରମାଇଣ୍ଡକୁ ଆଜି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଧରାପଡ଼ିଛି। ସେ ହେଲା ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର କାହ୍ନୁ ଚରଣ ପ୍ରଧାନ। ଆଜି ତାକୁ ଚନ୍ଦକା ଥାନା ଅନ୍ଧାରୁଆରୁ ଗିରଫ କରାଯାଇଛି। ତା’ଠାରୁ ବହୁ ଜାଲ୍ ନିଯୁକ୍ତିପତ୍ର, ପୋଷ୍ଟିଂ ଅର୍ଡର, ନୋଟିସ୍, […]









