ବଢୁଛନ୍ତି ଋଣ ବାକିରଖିଥିବା ଏସ୍ଏଚ୍ଜି: ୪୦ ହଜାର ଦେଇ ନାହାନ୍ତି ୪୮୦ କୋଟି
ଭୁବନେଶ୍ବର: ରାଜ୍ୟର ୪୦ ହଜାର ୭୩୨ ଏସଏଚ୍ଜି ଫେରାଇ ନାହାନ୍ତି ସମବାୟ ବ୍ୟାଙ୍କର ଋଣ। ୪ ବର୍ଷ ମଧ୍ୟର ଯେତେ ସଂଖ୍ୟକ ଏସଏଚ୍ଜି ଋଣ ପାଉନାହାନ୍ତି ତା ଠାରୁ ଅଧିକ ସଂଖ୍ୟକ ଏସଏଚ୍ଜି ବକେୟା ତାଲିକାରେ ଯୋଡ଼ି ହୋଇଥିବା ନେଇ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏସଏଚ୍ଜି ରହିଛନ୍ତି। ମିସନ ଶକ୍ତି ରାଜ୍ୟ ଋଣ ସୁଧ ରିହାତି ଯୋଜନା ଅନ୍ତର୍ଗତରେ ଜୀବିକା ଏବଂ ଉଦ୍ୟମିତା କାର୍ଯ୍ୟରେ ପ୍ରୋତ୍ସାହନ ଭଳି ମହତ […]









