୨୦୧୩ରେ ୩ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ସମ୍ବଲପୁର: ୨୦୧୩ ମସିହାରେ ନକ୍ସାପାଲି ସ୍ଥିତ ବାବା ଦୀପ ବାଲଜ୍ୟୋତି ଶିଶୁ ଆଶ୍ରମରେ ରହୁଥିବା ୩ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମ ଅଭିଯୁକ୍ତ ସେହି ଆଶ୍ରମ କେୟାର ଟେକର୍ ଦାୟିତ୍ବରେ ଥିବା ଉପେନ୍ଦ୍ର ଦାଶ। ସେତେବେଳେ ତାର ବୟସ ୫୩ ବର୍ଷ ଥିବା ବେଳେ ଦୁଷ୍କର୍ମ ଶିକାର ହୋଇଥିବା ୩ ନାବାଳିକାଙ୍କ ବୟସ ୧୫ ବର୍ଷରୁ କମ୍ ଥିଲା। ଏପ୍ରିଲ ମାସରେ ଏହା ଜଣାପଡ଼ିବା ପରେ ସିଡବ୍ଲୁସିର ତତ୍କାଳୀନ ଅଧ୍ୟକ୍ଷ ଦୀପ୍ତିବାଳା ପଟ୍ଟନାୟକ ଜିଲ୍ଲାପାଳଙ୍କ […]









