ପୁଣି ଚୀନ୍ର ପାଗଳାମି: ନିଜ ମାନଚିତ୍ରରେ ଅରୁଣାଚଳ ପ୍ରଦେଶକୁ ଦେଖାଇଲା
ନୂଆଦିଲ୍ଲୀ: ଚୀନ୍ ଏହାର ପାଗଳାମି ପୁଣି ଦେଖାଇଛି। ସୋମବାର ଦିନ ସରକାରୀ ଭାବେ ଏକ ନୂଆ ମାନଚିତ୍ର ଜାରି କରିଛି। ଏଥିରେ ଭାରତର ଅରୁଣାଚଳପ୍ରଦେଶକୁ ନିଜର ଅଞ୍ଚଳ ଦର୍ଶାଇଛି। ଅରୁଣାଚଳକୁ ଦକ୍ଷିଣ ତିବ୍ବତ ଭାବେ ନିଜର ଅଞ୍ଚଳ ଦେଖାଇଛି। ଖାଲି ଅରୁଣାଚଳପ୍ରଦେଶ ନୁହେଁ ଅକ୍ସାଇ ଚୀନ୍, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ବି ଚୀନ୍ ନୂଆ ମାନଚିତ୍ରରେ ସ୍ଥାନିତ କରିଛି। ଚୀନ୍ର ପ୍ରାକୃତିକ ସମ୍ପଦ ମନ୍ତ୍ରାଳୟ ଦ୍ବାରା ଏହି ମାନଚିତ୍ର ଜାରି ହୋଇଛି। ସୋମବାର […]









