ଆଜି ସ୍ବାୟତ୍ତ ଶାସନ ଦିବସ: ପୁରୀ ପୌରପାଳିକା, ନିର୍ବାଚନ ଟାଳୁଛନ୍ତି ସରକାର
ପୁରୀ: ଶ୍ରୀକ୍ଷେତ୍ର ପୁରୀ ସହରକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାର ନାନା ଯୋଜନାର କରୁଛନ୍ତି। କିନ୍ତୁ ଯେଉଁ ସହର ପାଇଁ ଏତେ ସବୁ ବିକାଶର ସ୍ବପ୍ନ ଦେଖାଉଛନ୍ତି ସରକାର, ସେହି ସହର ଆଜି ନିଜ ଗୁରୁତ୍ବ ହରାଇଛି। ୫ ବର୍ଷ ପରେ ବି ପୁରୀ ପୌରପାଳିକା ନିର୍ବାଚନ ହୋଇପାରିନି। ଫଳରେ ନୂଆ ପୌର ପରିଷଦ ଗଠନ ହୋଇପାରିନି। ଅଗଷ୍ଟ ୩୧ରେ ସାରା ଦେଶ ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଥିବାବେଳେ ୫ ବର୍ଷ ପରେ ବି […]









