ରାଜ୍ୟ ସ୍ପେଶାଲ ରିପୋର୍ଟ

ଭାରତୀୟ ହ୍ୟାକରଙ୍କ ଟାର୍ଗେଟ୍‌ରେ କାନାଡ଼ାର ସେନା ୱେବସାଇଟ୍‌: ୨ ଘଣ୍ଟା ଅଚଳ କରିଦେଲେ

ଟରୋଣ୍ଟୋ: କାନାଡ଼ା ସେନାବାହିନୀର ସରକାରୀ ୱେବସାଇଟ୍‌ ବୁଧବାର ଦିନ ଅସ୍ଥାୟୀ ଭାବେ ଅଚଳ ହୋଇଯାଇଥିଲା। ରିପୋର୍ଟ ଅନୁଯାୟୀ ‘ଇଣ୍ଡିଆନ୍‌ ସାଇବର ଫୋର୍ସ’ ନାମକ ଏକ ହ୍ୟାକର ‌ଗୋଷ୍ଠୀ କାନାଡ଼ା ‌ସେନାର ୱେବସାଇଟ୍‌ ହ୍ୟାକ୍‌ କରିନେଇଥିଲେ। ସେମାନେ ମଧ୍ୟ ଉକ୍ତ ସାଇବର ଆକ୍ରମଣ ପାଇଁ ଏକ୍ସରେ ନିଜକୁ ଦାୟୀ କରିଛନ୍ତି। ବୁଧବାର ଅପରାହ୍ନରେ କାନାଡ଼ା ସେନା ୱେବସାଇଟ୍‌ ଅଚଳ ହେବା ଆରମ୍ଭ କରିଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ଏହା ସ୍ବାଭାବିକ ହୋଇଥିଲା। ‘ଇଣ୍ଡିଆନ୍‌ ସାଇବର୍‌ ଫୋର୍ସ’ ଏକ୍ସରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସିଂହଦ୍ବାରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନାଦର

ପୁରୀ: ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ପ୍ରତି ବାରମ୍ବାର ଅନାଦର ଦେଖିବାକୁ ମିଳିଛି। କିଛି ଦିନ ତଳେ ମୁଖ୍ୟ ଚିକିତ୍ସାଳୟ ପ୍ରବେଶ ପଥରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପକୁ ଭାଙ୍ଗି ଦିଆଯିବା ପରେ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏବେ ଶ୍ରୀମନ୍ଦିର ସିଂହଦ୍ବାରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ବସିଥିବା ସ୍ଥାନରୁ ପାହାଚକୁ ଭାଙ୍ଗି ଦିଆଯାଇଛି। ଫଳରେ ଏହା ଅତ୍ୟନ୍ତ ବିକୃତ ଦେଖାଯାଉଛି। ଉତ୍କଳମଣି ଗୋପବନ୍ଧୁ ଦାଶ ଓଡ଼ିଶାର ପରିଚୟ। ତାଙ୍କ ସଂଗ୍ରାମୀ ଓ ପରୋପକାରୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାର୍କେଟ୍‌ ବିଲ୍ଡିଂ ପରେ ଏକ ନମ୍ୱର ହାଟ: ପାର୍କିଂ ବ୍ୟବସ୍ଥା ନ ସୁଧୁରିଲେ ବନ୍ଦ ଚେତାବନୀ

ଭୁବନେଶ୍ୱର: ଉଠା ଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ବିବାଦକୁ ନେଇ ମାର୍କେଟ୍‌ ବିଲ୍ଡିଂ ୧୭ ଦିନ ତାଲା ପଡ଼ିଥିଲା। ଏବେ ପାର୍କିଂ ସମସ୍ୟାକୁ ନେଇ ୧ ନଂ ହାଟ(ୟୁନିଟ୍‌-୧ ହାଟ)ରେ ଅନୁରୂପ ସ୍ଥିତି ଉପୁଜିବାକୁ ଯାଉଛି। ହାଟ ପାର୍ଶ୍ବ ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ ଗ୍ରାହକମାନେ ହାଟକୁ ଆସିବା ପସନ୍ଦ କରୁନାହାନ୍ତି। ତା’ଛଡ଼ା ଏଠାରେ ଥିବା ଭେଣ୍ଡିଂ ଜୋନ୍‌ ବ୍ୟବସାୟୀ ଓ ଉଠାଦୋକାନୀ ମଧ୍ୟ ସୀମା ଅତିକ୍ରମ କଲେଣି। ଯେତିକି ଜାଗା ବ୍ୟବହାର କରିବା କଥା, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ: ତିନି ମହଲା କୋଠାରେ ଲାଗିଛି ନିଆଁ, କାରଣ ଅସ୍ପଷ୍ଟ

କଟକ: କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ। ପଢିଆରି ପାଠାଗାର ସାମ୍ନାରେ ଥିବା ତିନି ମହଲା କୋଠାରେ ନିଆଁ ଲାଗିଛି। ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ। ପାଖରେ ଥିବା ଅନ୍ୟ ଦୋକାନକୁ ନିଆଁ ବ୍ୟାପି ନଥିବା ଜଣାଯାଇଛି। ତେବେ ପ୍ରବଳ ଧୂଆଁ ହେତୁ  ବିଲ୍ଡିଂ ଭିତରକୁ ପଶିପାରୁନାହାନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୩ଟି ଟିମ୍ ପହଞ୍ଚି ନିଆଁ ଲିଭାଇବା ଲାଗି ପ୍ରୟାସ ଜାରି ରଖିଛନ୍ତି। ପୁରା ବିଲ୍ଡିଂ ଉପରକୁ ପାଣିମାଡ଼ କରାଯାଉଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୩୦ ଘଣ୍ଟା ପରେ ମିଳିଲା ବାପାଙ୍କ ମୃତଦେହ: ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁଥିଲେ ଵାପ ଝିଅ

ଯାଜପୁର/ଭଣ୍ଡାରିପୋଖରୀ: ଗତ ୨୭ ତାରିଖରେ  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁଥିବା ନିଖୋଜ ଵାପ ଝିଅଙ୍କ ମଧ୍ୟରୁ ବାପା ଚନ୍ଦନ ସାହୁଙ୍କର ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢାନଦୀରୁ ମିଳିଲା ମୃତଦେହ। ମୃତଦେହଟି ନିଖୋଜ ଚନ୍ଦନ ସାହୁଙ୍କର ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ୩୦ ଘଣ୍ଟା ପରେ ଚନ୍ଦନ ସାହୁଙ୍କର ମୃତଦେହ ଉଦ୍ଧାରହୋଇଥିବା ବେଳେ ନିଖୋଜ କୁନିଝିଅର ଏଯାଏ ପତ୍ତା ମିଳିନି। ଏବେ ବି ଖୋଜାଖୋଜି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ପୁଲିସର ପଚରାଉଚରା ଜାରି: ନିଖୋଜ ପଛର ରହସ୍ୟରୁ ପରଦା ହଟିବ କେବେ?

ବ୍ରହ୍ମପୁର/କଟକ: ଗତ ୩ ଦିନ ଧରି ନିଖୋଜ ଥିବା କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜର୍‌ ତପନ କୁମାର ସାହୁଙ୍କୁ ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୁଲିସ ଗିରିସୋଲା ନିକଟରୁ ଉଦ୍ଧାର କରିଥିଲା।  ବ୍ୟାଙ୍କ ମ୍ୟାନେଜରଙ୍କୁ ଠାବ କରିବାରେ ବାଙ୍କୀ ପୁଲିସ ସଫଳ ହୋଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ନିକଟରେ ଥିବା ଗିରିସୋଲା ଗେଟ ନିକଟରୁ ପୁଲିସ ତାଙ୍କୁ ଠାବ କରିଥିଲା। କିନ୍ତୁ ତାଙ୍କର ନିଖୋଜ ପଛର କାରଣ ଏବେବି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନ: ସିଏମଓ କହିଲେ କଣ କେବଳ ଜଣେ ବ୍ୟକ୍ତିଙ୍କୁ ବୁଝାଏ?

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଦୁଇ ଥର ନବ ଦାସ ଓ ୫-ଟି ପ୍ରସଙ୍ଗରେ ନିଜଆଡ଼ୁ ବିବୃତି ଗୃହରେ ରଖିଲେ। କିନ୍ତୁ ଯେଉଁ କଲେଜ ଛାତ୍ରଛାତ୍ରୀମାନଙ୍କୁ ବୁହା ହୋଇ ଅଣାଗଲା ସେଇଟା କେଉଁ ପ୍ରକାର ଜନ ଶୁଣାଣି। ହେଲିକପ୍ଟର ହିସାବ ଆମେ ମାଗି ନଥିଲୁ ସେଇଟା ଦେଲେ ଆଉ କହିଲେ ୪୦ କୋଟି ବୋଲି। କିନ୍ତୁ ଟେଣ୍ଟ ଓ ଚେୟାର ପକେଇବା ପାଇଁ ହୋଇଥିବା ଖର୍ଚ୍ଚ କେତେ? ସିକ୍ୟୁରିଟି ଆରେଂଜମେଣ୍ଟର ଖର୍ଚ୍ଚ କେତେ ତାହାର ହିସାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ। ଆଜି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧାରୁ ଅଶାନ୍ତ: ଜୟନାରାୟଣଙ୍କ ମନ୍ତବ୍ୟ ନେଇ ବିବାଦ

ଭୁବନେଶ୍ବର: ବିଧାନସଭାର ଆଜି ଚତୁର୍ଥ ଦିନରେ ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଥିଲା। ପ୍ରଶ୍ନକାଳ ଯଥାରୀତି ଚାଲିଲା। କିନ୍ତୁ ଶୂନ୍ୟକାଳରେ ଦୃଶ୍ୟପଟ୍ଟ ବଦଳିଗଲା। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଦୁଇ ତିନି ମିନିଟ୍‌ର ବକ୍ତବ୍ୟ ଗୃହକୁ ଉଠାଇଲା ପକାଇଲା। ଆଉ ଶେଷ ପର୍ଯ୍ୟନ୍ତ ସ୍ବାଭାବିକ ସ୍ଥିତି ଫେରିଲା ନାହିଁ। ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କିଛି ମନ୍ତବ୍ୟ ଦେଇଥିଲେ। ସେ କହିସାରିଲା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଘୋର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଡେଙ୍ଗୁ ମଶାର ଚରିତ୍ର ବଦଳିଲା ରାତିରେ ବି କାମୁଡ଼ୁଛନ୍ତି: ଡେଙ୍ଗୁ ବଢ଼ିବା ପଛରେ ଏଡିସ୍‌ ଆଲ୍‌ବୋପିକ୍ଟସ୍ ମଶା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟରେ ଚଳିତବର୍ଷ ଡେଙ୍ଗୁ ସଂକ୍ରମଣ ବ୍ୟାପିବା ପଛର ଏକ ବଡ଼ କାରଣ ସାମ୍ନାକୁ ଆସିଛି। ପୂର୍ବରୁ ଏଡିସ୍‌ ମଶାର ଯେଉଁ ପ୍ରଜାତି ଡେଙ୍ଗୁ ରୋଗ କରୁଥିଲା, ତାର ଅନ୍ୟ ଏକ ପ୍ରଜାତି ମଧ୍ୟ ଡେଙ୍ଗୁ ରୋଗ ସୃଷ୍ଟି କରିପାରୁଛି। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। କେଉଁ ପରିସ୍ଥିତିରେ ଏଡିସ୍‌ର ଅନ୍ୟ ପ୍ରଜାତି ଡେଙ୍ଗୁର ବାହାକକୁ ଧାରଣ କରିବାରେ ସକ୍ଷମ ହେଲା ତାହାକୁ ଜାଣିବା ଲାଗି ଗବେଷକମାନେ ଚେଷ୍ଟା ଚଳାଇଛନ୍ତି। ଓଡ଼ିଶାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ଜାରି ହେବ ସମନ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ଉପଲବ୍ଧ ରେକର୍ଡରୁ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ଆପାତତଃ ମାମଲା ପାଇଁ ତଥ୍ୟ ରହିଛି ବୋଲି ସାଲେପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‌ଏଫ୍‌ସି) ଅଦାଲତ କହିବା ସହିତ କଗନିଜାନ୍ସ ଗ୍ରହଣ କରିଛନ୍ତି। ଶ୍ରୀ ଜେନାଙ୍କୁ ସମନ୍ ଜାରି ଲାଗି ଆବଶ୍ୟକ କାଗଜପତ୍ର (ରିକ୍ୟୁଜାଇଟ୍ସ) ଦାଖଲ ପାଇଁ ଅଦାଲତ […]