ସ୍ତ୍ରୀକୁ ନୃଶଂସ ହତ୍ୟା: ସ୍ୱାମୀର ଥାନାରେ ଆତ୍ମସମର୍ପଣ, ପରକୀୟା ପ୍ରୀତି ପାଇଁ ଏଭଳି କାଣ୍ଡ ଚର୍ଚ୍ଚା
ବାସୁଦେବପୁର: ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରି ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଲା ସ୍ୱାମୀ। ସ୍ତ୍ରୀ ରାଧାରାଣୀ ବେହେରାଙ୍କର ପରକୀୟା ପ୍ରୀତି ପାଇଁ ସ୍ୱାମୀ ଦିପୁ ବେହେରା ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି।ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ାର କରୁଣ ପରିଣତି। ଗତ ସୋମବାର ରାତିରେ ତାମିଲନାଡୁରୁ ଘରକୁ ଫେରିବା ବାଟରେ ଭଦ୍ରକ ଜିଲ୍ଲା ଖରିଦା ବିନାୟକପୁରର ଗାଁ ମୁଣ୍ଡ ପଡ଼ିଆରେ ସ୍ତ୍ରୀ ରାଧାରାଣୀ ବେହେରାଙ୍କୁ ଅତି ଅମାନୁଷିକ ଭାବେ ମାରି ଫିଙ୍ଗି ଦେଇଛି ସ୍ୱାମୀ […]









