ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଲିଙ୍ଗରାଜଙ୍କ ‘କଣ୍ଠ’ରେ ଫାଟ: ୨୫ବର୍ଷ ହେଲା ଦିଆଯାଇନି କରାଳ, ମରାମତି ନହେଲେ ମୁଖ୍ୟଲିଙ୍ଗ କ୍ଷୟ ହେବାର ଆଶଙ୍କା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରର ଅଷ୍ଟଧାତୁ କଳସରେ ଫାଟ ଓ ରାହାପାଗରେ ଫାଟ ସମସ୍ୟା ସୁଧୁରିଥିଲେ ହେଁ ଏବେ ଆଉ ଗୋଟିଏ ବଡ଼ ସମସ୍ୟା ମୁଣ୍ଡବ୍ୟଥାର କାରଣ ସାଜିଛି। ମୁଖ୍ୟ ମନ୍ଦିରରେ ଥିବା ଶ୍ରୀଲିଙ୍ଗ ଓ ଶକ୍ତିଙ୍କ ମଧ୍ୟରେ ଥିବା ସଂଯୋଗ ସ୍ଥାନ ‘କଣ୍ଠ’ରେ ଫାଟ ସୃଷ୍ଟିହୋଇ ଏବେ ସ୍ଥିତି ଗମ୍ଭୀର ହୋଇ ଯାଇଛି। ଦୀର୍ଘ ୨୫ ବର୍ଷ ହେଲା ଏଥିରେ କରାଳ ଦିଆଯାଉ ନଥିବାରୁ ପ୍ରାୟ ୧୨ ଇଞ୍ଚ ପର୍ଯ୍ୟନ୍ତ ଫାଟ ଥିବା ଦେଖାଯାଇଛି। ଫାଟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ସ୍ବେରେଜ କାମ: ନିର୍ମାଣ ଅବଧି ବଢୁଛି, ଯନ୍ତ୍ରଣା ବି…

ଖଣ୍ଡଗିରି: ବର୍ଷାଧିକ ସମୟ ଅତିକ୍ରାନ୍ତ ପରେ ମଧ୍ୟ ଜାଗମରାର ସ୍ବେରେଜ କାର୍ଯ୍ୟ ସରୁନି। ପଞ୍ଚସଖା ନଗରରେ ସ୍ବେରେଜ ନିର୍ମାଣ ସରିବାର ମାସେ ପରେ ରାସ୍ତା ଦବିଯାଇ ପାଣି ଜମା ହେଉଛି। ଶିବ ମନ୍ଦିର ସମ୍ମୁଖ ରାସ୍ତାର ଅବସ୍ଥା ଏଭଳି ହୋଇଛି ଯେ ଏତେ ତାପମାତ୍ରାରେ ମଧ୍ୟ ସେହି ଅଞ୍ଚଳରେ ବର୍ଷାଋତୁର ଭ୍ରମ ସୃଷ୍ଟି ହେଉଥିବା କହିଛନ୍ତି ସ୍ଥାନୀୟ ଅଧିବାସୀ ଲିତୁ ପଟ୍ଟନାୟକ। ଗୋବିନ୍ଦବିହାରର କୁଳଦୀପ ଜ୍ଞନେଶ୍ବରଙ୍କ ଅଭିଯୋଗ, ବମିଖାଲ-କଟକ ରାସ୍ତାସ୍ଥିତ ସେମାନଙ୍କ ଅଞ୍ଚଳରେ ୧୦ ବର୍ଷରୁ ଊର୍ଧ୍ବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଆଗକୁ ବଢ଼ୁଛି ସମୁଦ୍ର

ସୂର୍ଯ୍ୟନାରାୟଣ ଲେଙ୍କାରାଜନଗର : ସାତଭାୟାଠାରୁ ଏକକୂଳା ଯାଏ ଦୀର୍ଘ ୧୨ କିମି ଅଂଚଳରେ ସମୁଦ୍ର ତାଣ୍ତବ ରଚିବାରେ ଲାଗିଛି। ପ୍ରାୟ ପ୍ରତିଦିନ ବାଲିମେଦ ଓ ମାଟିକୁ ଭସାଇ ନେବା ସହ ଲୁଣା ଜଙ୍ଗଲକୁ ଗ୍ରାସ କରି ଚାଲିଛି। ଫଳରେ ଉପକୂଳର ସୁରକ୍ଷା କବଚ ଭିତରକନିକା ଲୁଣା ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହେଲାଣି। ସୂଚନା ଅନୁସାରେ, ୧୯୭୧ ପ୍ରଳୟଙ୍କାରୀ ବାତ୍ୟାରେ ବଙ୍ଗୋପସାଗର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ର ସାତଭାୟା ଜନବସତିକୁ ମାଡ଼ି ଆସିଥିଲା। ଗୋବିନ୍ଦପୁର, ମାନପୁର, କୁଳିଆଓରା, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ୧୪ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ: ସୁନ୍ଦରଗଡ଼ ଜିଲ୍ଲାରେ ଏବେ ୪୩୦ ଆକ୍ରାନ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ। ଗୋଟିଏ ଦିନରେ ଜିଲ୍ଲାରେ ପୁଣି  ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ୯୯ ନମୂନ ରୁ ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦ରେ ପହଞ୍ଚିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧରଣୀରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଞ୍ଜନ ଶତପଥୀ କହିଛନ୍ତି, ଯଥେଷ୍ଟ ଔଷଧ ମହଜୁଦ ରହିଛି। ଠିକ୍ ସେହି ଚିକିତ୍ସା ଲାଗି ସ୍ଵତନ୍ତ୍ର ଡାକ୍ତରୀ ଦଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟ୍ରେନ୍‌ ଯାତ୍ରୀଙ୍କ କାମରେ ଆସୁନି ରେଳ ଷ୍ଟେସନ୍‌ ଶୌଚାଳୟ: ୬ ମାସରୁ ଅଧିକ ହେବ ପଡ଼ିଛି ତାଲା

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଅଁଳାଯୋଡି ରେଳ ଜଂ ଷ୍ଟେସନରେ ଥିବା ଶୌଚାଳୟ ଯାତ୍ରୀଙ୍କ କାମରେ ଆସୁନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ଅଁଳାଯୋଡି ରେଳ ଜଂ ଷ୍ଟେସନଠାରେ ଥିବା ଶୌଚାଳୟ କୌଣସି ଯାତ୍ରୀଙ୍କ କାମରେ ଆସୁନଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ ଉକ୍ତ ଷ୍ଟେସନକୁ ପ୍ରତ୍ୟେକ ଦିନ ଦୁଇଟି ଟ୍ରେନ୍‌ ଟାଟାନଗର-ଗୋରୁମହିଷାଣୀ-ବାଦାମପାହାଡକୁ ଯାଉଥିବା ବେଳେ ପ୍ରତ୍ୟେକ ଦିନ ଲୁହାଖଣିରୁ ଲୁହାପଥର ନେବା ପାଇଁ ୱାଗନ […]

ଅପରାଧ ରାଜ୍ୟ

ବୈଶିଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ: ଶୋଇଥିବାବେଳେ ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପାଟୁଳିପୁରା ପଞ୍ଚାୟତ ମଧୁନଣ୍ଡା ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଉକ୍ତ ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ଦେବେନ୍ଦ୍ର ସାସମଲଙ୍କୁ ତାଙ୍କ ଘର ବାରଣ୍ଡାରେ ରାତିରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୃତ୍ତ ହାଣି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ନିଜ ୨ ପୁଅ ଓ ସ୍ତ୍ରୀଙ୍କ ସହିତ ରାତ୍ରୀଭୋଜନ ସାରି ସବୁଦିନ ପରି ନିଜ ଘର ବାରଣ୍ଡାରେ ଏକୁଟିଆ ଶୋଇଥିଲେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖଡ଼ିଆଳ-ବଙ୍ଗୋମୁଣ୍ଡା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କା, ୨ ମୃତ ଓ ଦୁଇ ଗୁରୁତର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ୫୯ ନଂ ଜାତୀୟ ରାଜପଥ ବଙ୍ଗୋମୁଣ୍ଡା ଥାନା ଫୁଗୁଡ଼ା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି ଓ ୨ ଗୁରୁତର ହୋଇଛନ୍ତି।ଖଡ଼ିଆଳ – ବଙ୍ଗୋମୁଣ୍ଡା ୫୯ ନଂ ଜାତୀୟ ରାଜପଥର ଫୁଗୁଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଓ ବୋଲେରୋ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ବୋଲେରୋରେ ଥିବା ୨ଜଣଙ୍କ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଗକୁ ଭୀଷଣ ଯୁଦ୍ଧ: ସମନ୍ବିତ ଆକ୍ରମଣ ପାଇଁ ଇସ୍ରାଏଲ ପ୍ରସ୍ତୁତ

ତେଲ୍‌ ଅଭିଭ୍‌: ଗାଜାରେ ହମାସ୍‌ ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଇସ୍ରାଏଲ ସେନା ଯେ କୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି। ଏହାପୂର୍ବରୁ ଆଜି ଅପରାହ୍ନରୁ ଲେବାନନ୍‌ ସୀମାକୁ ସଂପୂର୍ଣ୍ଣ ସିଲ୍‌ କରାଯାଇଛି। ଲେବାନନ୍‌ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ଆଜି ପୁଣି ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଇସ୍ରାଏଲ ଏହାର ଜବାବରେ ଗୋଳା ବର୍ଷା କରିଛି। ଲେବାନନ୍‌ ଆକ୍ରମଣରେ ଜଣେ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଛି। ରବିବାର ଇସ୍ରାଏଲ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗାଜା ଅଧିକାର ଗୁରୁତର ତ୍ରୁଟି ହେବ; କିନ୍ତୁ, ଇସ୍ରାଏଲ୍‌କୁ ହମାସ୍‌ ଆକ୍ରମଣର ପ୍ରତିଶୋଧ ନେବାକୁ ପଡ଼ିବ: ଜୋ ବାଇଡେନ୍‌

ୱାସିଂଟନ୍‌: ଗାଜା ଅଧିକାର କରିବା ଇସ୍ରାଏଲ୍‌ ପ‌କ୍ଷରେ ଗୁରୁତର ତ୍ରୁଟି ହେବ, କିନ୍ତୁ ପ୍ରତି-ଆକ୍ରମଣ କରି ତାକୁ ହମାସ୍‌ ଉପରେ ପ୍ରତିଶୋଧ ନେବାକୁ ପଡ଼ିବ ବୋଲି ରବିବାର ଦିନ ପ୍ରସାରିତ ଏକ ସାକ୍ଷାତ୍‌କାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଗତ ସପ୍ତାହରେ ହମାସ କରିଥିବା ଅତର୍କିତ ଆକ୍ରମଣକୁ ରାଷ୍ଟ୍ରପତି ବାଇଡେନ୍‌ ପୂର୍ବରୁ ନରସଂହାର ସହିତ ତୁଳନା କରିଥିଲେ। ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପ୍ରସଙ୍ଗରେ ସେ ଏକମତ କି ବୋଲି ଟେଲିଭିଜନ୍‌ କାର୍ଯ୍ୟକ୍ରମ ’୬୦ ମିନିଟ୍’ରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଗାଜା ଯୁଦ୍ଧ ତିକ୍ତତା: ୬ ବର୍ଷୀୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କଲେ ଆମେରିକୀୟ ଘରମାଲିକ

ଚିକାଗୋ: ଜଣେ ୬ ବର୍ଷିୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କରିଥିବା ଜଣେ ଆମେରିକୀୟ ଘର ମାଲିକଙ୍କୁ ରବିବାର ଦିନ ନରହତ୍ୟା ଓ ବର୍ଣ୍ଣବିଦ୍ବେଷ ଅପରାଧରେ ଅଭିଯୁକ୍ତ କରାଯାଇଛି। ଏହି ଆକ୍ରମଣ ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ସହିତ ସମ୍ପୃକ୍ତ ଥିବା କଥା ପୁଲିସ କହିଛି। ୱିଲ୍‌ କାଉଣ୍ଟି ସେରିଫ୍‌ ଅଫିସ୍‌ କହିଛି, ଶନିବାର ଦିନ ଇଲିନୟର ଉକ୍ତ ୭୧ ବର୍ଷିୟ ଘର ମାଲିକ ଜୋସେଫ୍ ଚୁବା ଜଣେ ୩୨ […]