ଅଦିନିଆ ନେତାଙ୍କ ଆଗମନ: ‘କଳାହାଣ୍ଡି’ ନାଁରେ ମାଳମାଳ ସଂଗଠନ
ଭବାନୀପାଟଣା: ଆକାଳେ ନାହିଁ ସକାଳେ ନାହିଁ ଗମା ପୁନେଇଁରେ ମାଇଁ ମାଇଁ ଭଳି ଏବେ ଆମଦାନି ନେତାଙ୍କ ଚକ୍ରବ୍ୟୁହରେ ବିଭିନ୍ନ ନିର୍ବାଚନମଣ୍ଡଳୀ। କଳାହାଣ୍ଡି ନାମରେ ବିଭିନ୍ନ ସଂଗଠନ ଆରମ୍ଭ କରି ରାଜନୀତି ମଇଦାନକୁ ଓହ୍ଲାଇବା ପାଇଁ ଏକ ସୁପରିକଳ୍ପିତ ଯୋଜନା ଆରମ୍ଭ ହୋଇଛି। ପ୍ରକାଶ ଯେ, ୨୦୦୬ ମସିହାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ଆବାହକତ୍ବରେ ନିୟମଗିରି ଆନ୍ଦୋଳନକୁ ନେଇ ‘ଗ୍ରିନ କଳାହାଣ୍ଡି’ ଆରମ୍ଭ ହୋଇଥିଲା। ଏହାର ଆଧାରରେ ୨୦୦୯ ମସିହାରେ ସେ ନିଜ କ୍ୟାରିଅରର ସର୍ବାଧିକ […]









