ନିଶ୍ଚିହ୍ନ ହୋଇଯିବ ବାଉଁଶ ଜଙ୍ଗଲ: ବେଧଡ଼କ କଟା ହେଉଛି, ନିଆଁ ଲଗାଇ ଜାଳି ଦିଆଯାଉଛି
ଦଶପଲ୍ଲା: ବଣପାହାଡ଼ ଘେରା ଦଶପଲ୍ଲାର ଘଞ୍ଚ ଜଙ୍ଗଲ ରାଜ୍ୟର କୋଣ ଅନୁକୋଣରେ ପ୍ରସିଦ୍ଧି ଲାଭ କରିଥିବା ବେଳେ କାଠଭଳି ବାଉଁଶ ଜଙ୍ଗଲ ମଧ୍ୟ ବେଶ୍ ଜଣାଶୁଣା। ଜଙ୍ଗଲରୁ ପ୍ରତିବର୍ଷ ଶହଶହ ଟ୍ରିପ୍ ବାଉଁଶ ସଂଗ୍ରହ କରାଯାଏ। ପୂର୍ବରୁ ସରକାରୀ ସ୍ତରରେ ଏସବୁ ବାଉଁଶ ସଂଗ୍ରହ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା। ଦଶପଲ୍ଲା ଜଙ୍ଗଲରୁ କାଠ ଭଳି ବାଉଁଶରୁ ରାଜ୍ୟ ସରକାର ସିଂହଭାଗ ରାଜସ୍ବ ଆଦାୟ କରିଥାନ୍ତି। ଦଶପଲ୍ଲା ଜଙ୍ଗଲରେ ବହୁଳ ଭାବରେ ବାଉଁଶ […]









