ଅଣଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ
ଭୁବନେଶ୍ବର: ଅଣଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ଏନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। କିନ୍ତୁ ବିରୋଧୀ ଦଳ ଓ କେତେକସଂଗଠନ ଏହାକୁ ବିରୋଧ କରିବା ପରେ ରାଜ୍ୟ ସରକାର କ୍ୟାବିନେଟ୍ ର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ସ୍ଥଗିତ ରଖିଥିବା କୁହାଯାଉଛି। ଏହାକୁ ସ୍ଥଗିତ ନ ରଖି ତୁରନ୍ତ ପ୍ରତ୍ୟାହାର କରିବାକୁ ବି ଦାବି ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ଜମି ହସ୍ତାନ୍ତର, ବନ୍ଧକ […]









