କେନ୍ଦୁଝର ରାଜନୀତି: ଥରେ ବିଧାୟକ, ପରେ ଅଖୋଜା
କେନ୍ଦୁଝର (ସୁବ୍ରତ ସ୍ବାଇଁ): ରାଜ୍ୟ ରାଜନୀତିରେ କେନ୍ଦୁଝରର ନେତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ହାଇପ୍ରୋଫାଇଲ ବିଧାୟକ ସନାତନ ମହାକୁଡ଼ଙ୍କ ଠାରୁ ଆରମ୍ଭ କରି ଅତି ସମ୍ବେଦନଶୀଳ ଘସିପୁରା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିବା ବଦ୍ରିନାରାଣ ପାତ୍ର ଓ ଦେଶର ସର୍ବକନିଷ୍ଠ ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥାଏ। ଏଭଳି ସ୍ଥିତିରେ ଆଦିବାସୀ ବହୁଳ ଏହି ଜିଲ୍ଲାରେ ଏକାଧିକ ରାଜନେତା ମାତ୍ର ଥରଟିଏ ବିଧାୟକ ହେବା […]









