ଆଜି ଅସଲ ଛାଡ଼ଖାଇ: ମଟନ୍, ଚିକେନ୍ ଓ ମାଛ ଦୋକାନରେ ଅସମ୍ଭାଳ ଭିଡ଼
ଭୁବନେଶ୍ୱର: ମଙ୍ଗଳବାରରେ ପଡ଼ିଥିଲା ଏବର୍ଷର ପ୍ରତୀକ୍ଷିତ ଆମିଷ ପର୍ବ ଛାଡ଼ଖାଇ। ତେଣୁ ଜମିନଥିଲା। ଗତକାଲି ଆମିଷ ବଜାର ମାନ୍ଦା ଥିଲା, ହେଲେ ଆଜି ବୁଧବାରରେ ଜମିଛି ଛାଡ଼ଖାଇ। ଆଜି ପ୍ରକୃତରେ ଘରେ ଘରେ ପାଳନ ହେଉଛି ଏହି ଅଘୋଷିତ ଆଇଁସିଆ ପର୍ବ। ଆଜି ଖାସି ମାଂସ, ଚିକେନ୍, ମାଛ ତରକାରୀ ବାସ୍ନାରେ ଭାସିଉଠିବ ସହରରୁ ଗାଁ ପର୍ଯ୍ୟନ୍ତ। ଏଥିଲାଗି ଆଜି ମଟନ୍, ଚିକେନ୍ ଓ ମାଛ ଦୋକାନରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ରାଜଧାନୀରେ ଆଜି କୋଟି […]









