ଜନ୍ମମାଟି ଫେରିବାକୁ ଭଗବାନ ବ୍ୟାକୁଳ: ପରିବାର ସହ ଫୋନ୍ରେ କଥାହେଲେ
ଡାବୁଗାଁ: ନିର୍ମାଣାଧୀନ ଟନେଲ୍ରୁ ୧୭ଦିନ ପରେ ମୁକୁଳିବା ସହ ନୂଆ ଜୀବନ ପାଇଛନ୍ତି ଡାବୁଗାଁର ବ୍ଲକ ତାଲବେଡ଼ାର ଭଗବାନ ଭତରା। ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଗାଁକୁ ଆସିବେ ବୋଲି ସୂଚନା ମିଳିଛି। ଏପରିକି ଘରକୁ ଫେରିବା ପାଇଁ ବ୍ୟାକୁଳ ରହିଥିବା ଖବର ମିଳିଛି। ବର୍ତ୍ତମାନ ଭଗବାନଙ୍କ ପାଖେପାଖେ ଗାଁରୁ ଯାଇଥିବା ସଂପର୍କୀୟ ଭାଇ ଫୁଲଚାନ୍ଦ ଭତରା ଅଛନ୍ତି। ଅତି ଗରିବ ପରିବାରେ ଜନ୍ମ ଭଗବାନ ୪ଭାଇଙ୍କ ମଧ୍ୟରେ […]









