ଆଜିଠୁ ଶୂନ ମୃତ୍ୟୁ ସପ୍ତାହ ପାଳନ: ୯ମାସରେ ସଡ଼କ ଦୁର୍ଘଟଣାରେ ମରିଛନ୍ତି ୪୧୭୮
ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାର ଆସନ୍ତାକାଲି ଠାରୁ (ଡିସେମ୍ବର ୧ରୁ ୭ତାରିଖ ପର୍ଯ୍ୟନ୍ତ) ଶୂନ ମୃତ୍ୟୁ ସପ୍ତାହ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଦୁର୍ଘଟଣା କମାଇବାକୁ ବ୍ୟାପକ ଚେକିଂ କରିବା ସହ ଆହତଙ୍କୁ ତୁରନ୍ତ ଟ୍ରମା କେୟାର ସେଣ୍ଟର କିମ୍ବା ହସ୍ପିଟାଲରେ ଭର୍ତ୍ତି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରିବହନ ବିଭାଗର ତଥ୍ୟ କହୁଛି ଯେ ୨୦୨୩ରେ ଜାନୁଆରିରୁ ସେପ୍ଟେମ୍ବର ଭିତରେ ୯ମାସରେ ମୋଟ୍ ୮୯୩୯ଟି ସଡ଼କ ଦୁର୍ଘଟଣା […]









