ଧର୍ମ

ହିନ୍ଦୁ ଧର୍ମରେ ସବୁ ଶୁଭ କାର୍ଯ୍ୟରେ ବ୍ୟବହାର ହୋଇଥାଏ ଆମ୍ବ ପତ୍ର: ମିଳିଥାଏ ହନୁମାନଙ୍କ କୃପା

ଭୁବନେଶ୍ୱର ୦୬/୧୦ : ହନୁମାନ ନିଜ ଭକ୍ତଙ୍କ ସବୁ କଷ୍ଟ ଓ ସଙ୍କଟ ଦୂର କରିଥାନ୍ତି। ସେଥିପାଇଁ ହନୁମାନଙ୍କୁ ସଂକଟମୋଚକ ମଧ୍ୟ କୁହାଯାଏ। ହନୁମାନ ଖୁବ ଶୀଘ୍ର ନିଜ ଭକ୍ତଙ୍କ ଭକ୍ତିରୁ ପ୍ରସନ୍ନ ହୋଇଯାନ୍ତି ବୋଲି କୁହାଯାଏ। ହନୁମାନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ। ଶ୍ରୀରାମଙ୍କ ଶରଣ ନେଲେ ହନୁମାନ ନିଜ ଭକ୍ତଙ୍କ ସବୁ କଷ୍ଟ ଦୂର କରିଥାନ୍ତି। ହିନ୍ଦୁ ପରିବାରରେ ଯେତେବେଳେ କୌଣସି ଶୁଭ କାର୍ଯ୍ୟ ହୋଇଥାଏ ଘରର ପ୍ରବେଶ ଦ୍ଵାରରେ ଆମ୍ବ ପତ୍ର ଓ […]

ଧର୍ମ

ଗାୟତ୍ରୀ ମହାମନ୍ତ୍ର ଜପରୁ ମିଳିଥାଏ ଅନେକ ଲାଭ: ଜାଣନ୍ତୁ ମନ୍ତ୍ରର ଅର୍ଥ ଓ ଜପ ବିଧି

ଭୁବନେଶ୍ୱର : ଶାସ୍ତ୍ର ଅନୁସାରେ ଗାୟତ୍ରୀ ମନ୍ତ୍ରକୁ ବେଦରେ ସର୍ବଶ୍ରେଷ୍ଠ ମନ୍ତ୍ର କୁହାଯାଇଛି । ଗାୟତ୍ରୀ ମନ୍ତ୍ରକୁ ମହାମନ୍ତ୍ର ମଧ୍ୟ କୁହାଯାଏ । ମୁନି ଋଷି ମୁକ୍ତ କଣ୍ଠରେ ଗାୟତ୍ରୀ ମନ୍ତ୍ର ଗୁଣଗାନ କରନ୍ତି । ଭଗବାନ ଶ୍ରୀକୃଷ୍ଣ ଗୀତାରେ ସ୍ୱୟଂ କହିଛନ୍ତି ଯେ ‘ଗାୟତ୍ରୀ ଛନ୍ଦସାମହମ’ ଅର୍ଥାତ ମୁଁ ସ୍ୱୟଂ ଗାୟତ୍ରୀ ମନ୍ତ୍ରରେ ଅଛି । ” ଓଁ ଭୂର୍ଭୁଵଃ ସ୍ଵ ତାତ୍ସବିତୁରବରେନ୍ୟଂ ଭର୍ଗୋ ଦେଵସ୍ୟ ଧୀମହୀ ଧିୟୋ ୟୋ ନଃ ପ୍ରଚୋଦୟାତ୍ “ ଅର୍ଥାତ, […]

ଧର୍ମ

ଶୁକ୍ରବାର ଦିନ ସରଳ ଉପାୟରେ ମା’ବୈଭବ ଲକ୍ଷ୍ମୀଙ୍କୁ କରନ୍ତୁ ଆରାଧନା: ମନୋସ୍କାମନା ପୂର୍ଣ୍ଣ ସହ ଭରିଯିବ ଭଣ୍ଡାର

ଭୁବନେଶ୍ୱର : ଦୁନିଆରେ ସମସ୍ତଙ୍କୁ ଧନସମ୍ପତ୍ତି ଦରକାର । ଧନ ବିନା ଚଳିବା ମୁସକିଲ । ଧନ ବୃଦ୍ଧି ପାଇଁ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଶୁକ୍ରବାର ଦିନ ମା’ ବୈଭବ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଶୁକ୍ରବାର ଦିନ ସଚ୍ଚୋଟ ମନରେ ମାଙ୍କୁ ଆରାଧନା କଲେ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଧନ ପ୍ରାପ୍ତି ପାଇଁ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ମାଙ୍କ ପୂଜା କରିବା ଉଚିତ । […]

ମନୋରଞ୍ଜନ

ଜଣାଶୁଣା କନ୍ନଡ଼ ଅଭିନେତା ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କ ପରଲୋକ : ଘରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ

ବେଙ୍ଗାଲୁରୁ ୨୨/୧୦: ମନୋରଞ୍ଜନ ଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମନାକୁ ଆସୁଛି। ନିକଟରେ ଟିଭି ଅଭିନେତ୍ରୀ ଜରିନା ରୋଶନ୍ ଖାନଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରିର ଲୋକେ ସ୍ତବ୍ଧ ହୋଇଯାଇଥିଲେ। ଏବେ ଶୁଣିବାକୁ ମିଳିଛି ଯେ ଜଣାଶୁଣା କନ୍ନଡ଼ ଅଭିନେତା ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କ ମୃତଦେହ ତାଙ୍କ ଘରୁ ମିଳିଛି। ‘ଟୁଲ୍ଲୁ’ ଅଭିନେତାଙ୍କ ମୃତ୍ୟୁ ତାଙ୍କ ବଣ୍ଟଓ୍ବାଲ୍ ସ୍ଥିତ ଘରେ ହୋଇଛି। ପୋଲିସ୍ ଏହି ମାମଲାରେ ଏବେ ତଦନ୍ତ କରୁଛି। ଅଭିନେତାଙ୍କ ପ୍ରଶଂସକ ଏହି ଖବର […]

ଶିକ୍ଷା ଓ ନିଯୁକ୍ତି

ପ୍ରି-ପ୍ରାଇମେରୀ ସ୍କୁଲ ପିଲାଙ୍କୁ ମିଳିବ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ

ନୂଆଦିଲ୍ଲୀ : ଏଣିକି ସ୍କୁଲ ମାନଙ୍କରେ ପ୍ରି-ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଉପଲବ୍ଧ କରାଯିବ। କେନ୍ଦ୍ର ସରକାର ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ପ୍ରି-ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସକାଳ ଜଳଖିଆ ସହିତ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସାମିଲ ଅଛନ୍ତି। ନିକଟରେ ନୂତନ ଶିକ୍ଷାନୀତିରେ ସ୍କୁଲ ପିଲାମାନଙ୍କୁ ପୃଷ୍ଟିସାରଯୁକ୍ତ ଜଳଖିଆର […]

କଳା ଓ ସଂସ୍କୃତି ଧର୍ମ

ଆଜିର ରାଶିଫଳ 22 ଅକ୍ଟୋବର 2020,ଗୁରୁବାର,ମାତା ଲକ୍ଷ୍ମୀଙ୍କ କୃପା ଏହି 6ଟି ରାଶିକୁ ହେବ ଲାଭ,ହେବ ଧନର ବର୍ଷା

ଦୈନିକ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ | ରାଶିଫଳ ଗଣନା କରାଯାଏ ଏବଂ ରାଶିଫଳ ବାହାର କରିବା ସମୟରେ ସଠିକ୍ ଜ୍ୟୋତିର୍ବିଜ୍ଞାନ ବିଶ୍ଳେଷଣ କରାଯାଇଥାଏ | ସମସ୍ତ 12 ଟି ରାଶିର ରାଶିଫଳ ଆମର ଦୈନଦିନ ରାଶିରେ କୁହାଯାଇଛି | ଏହି ରାଶିଫଳପଢନ୍ତୁ ,ତୁମେ ତୁମର ଦୈନଦିନ ଯୋଜନାକୁ ସଫଳ କରିବାରେ ସକ୍ଷମ ହେବ | ଆଜିର ରାଶିଫଳ ଆପଣଙ୍କ ପାଇଁ ଚାକିରି, ବ୍ୟବସାୟ, କାରବାର, ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମ୍ପର୍କ, ସ୍ୱାସ୍ଥ୍ୟ ଏବଂ […]

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ ୬ରୁ ୭ ବର୍ଷ ଧରି ଭିଜନ୍ ଲସ୍ ଏକ୍ସପର୍ଟ ଗ୍ରୁପ୍(ଭିଏଲ୍ଇଜି) ଏବଂ ଇଣ୍ଟରନାସନାଲ ଏଜେନ୍ସି ଫର୍ ଦି ପ୍ରିଭେନ୍ସନ୍ ଅଫ୍ ବ୍ଲାଇଣ୍ଡ୍ନେସ୍(ଆଇଏପିବି) ସଂସ୍ଥା ଦ୍ବାରା ଗଣନା କରାଯାଇଥିବା ତଥ୍ୟାନୁସାରେ ବିଶ୍ବରେ ମୋଟ ୫୦ କୋଟି ୭୦ ଲକ୍ଷ ଲୋକ ଏହି ସମୀପ ଦୃଷ୍ଟି ସମସ୍ୟା ଭୋଗୁଛନ୍ତି। ତେବେ ଭାରତରେ […]

କଳା ଓ ସଂସ୍କୃତି ମନୋରଞ୍ଜନ

ଦୁର୍ଗା ପୂଜା ପେଣ୍ଡାଲରେ ଲାଗିଲା ଅଭିନେତା ସୋନୁ ସୁଦଙ୍କ ମୂର୍ତ୍ତି, ଜାଣନ୍ତୁ ଟ୍ବିଟ୍‌ କରି କ’ଣ କହିଲେ

କଲିକତା ୨୨/୧୦: ଲକଡାଉନ ଓ କରୋନା କାଳରେ ପ୍ରବାସୀ ଶ୍ରମିକଙ୍କୁ ସେ ଯେଉଁ ଭଳି ଭାବେ ସାହାଯ୍ୟର ହାତ ବଢ଼ାଇଛନ୍ତି ତାଙ୍କର ପ୍ରଶଂସା ଚାରିଆଡେ କରାଯାଉଛି। ତେବେ ଏବେ ସୋନୁ ସୁଦ କଲିକତା ଦୁର୍ଗା ପୂଜା ପେଣ୍ଡାଲର ଥିମ ହୋଇଛନ୍ତି। ତାଙ୍କୁ ପୂଜା ପେଣ୍ଡାଲରେ ସାମିଲ କରାଯାଇଛି। କଲିକତାର ଏକ ଦୁର୍ଗା ପୂଜା ସମିତି ଲକଡାଉନ ସମୟରେ ପ୍ରବାସି ଶ୍ରମିକଙ୍କ କଠିନତାକୁ ଥିମ୍ ଭାବେ ବାଛିଛନ୍ତି। ଲକଡାଉନରେ ପ୍ରବାସୀଙ୍କ ସାହାଯ୍ୟ କରିଥିବାରୁ ତାଙ୍କୁ ସମିତି ସମ୍ମାନିତ କରିଛି। […]

କଳା ଓ ସଂସ୍କୃତି ଧର୍ମ

ଶ୍ରୀଜିଉଙ୍କ ପାଇଁ ୫କିଲୋ ସୁନାରେ ନୂଆ ଅଳଙ୍କାର ତିଆରି ହେବ, ଦେବେ ମୁମ୍ବାଇର ଜଣେ ଭକ୍ତ : ଡିଜାଇନରେ ବାଜିଛି ମୋହର

ଭୁବନେଶ୍ୱର ୨୨।୧୦: ମହାପ୍ରଭୁଙ୍କ ନିର୍ମାଣ ହେବ ଆଉ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର । ଏନେଇ ଜଣେ ଦାତା ୫ କିଲୋ ସୁନା ଦେବେ । ପୂର୍ବରୁ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର ଥିବା ବେଳେ ଆଉ ଏକ ସେଟ ହେବ ନିର୍ମାଣ । ତେବେ ମହାପ୍ରଭୁଙ୍କ ପାଇଁ ନୂତନ କରି ଶ୍ରୀମୁଖ ପଦ୍ମ, ୬ଟି ଝୋବା, ୨ଟି ତଡ଼ଖି ନିର୍ମାଣ ହେବ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ବୈଠକ ସୂଚନା ଦିଆଯାଇଛି । […]

କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ, ରୁଦ୍ରାକ୍ଷକଳ୍ପ, ରୁଦ୍ରାକ୍ଷ ମାହାତ୍ମ୍ୟ ଆଦି ଗ୍ରନ୍ଥରେ ରୁଦ୍ରାକ୍ଷ ମହିମା ସମ୍ପର୍କରେ ଉଲ୍ଲେଖ ରହିଛି | ରୁଦ୍ରାକ୍ଷ ସମସ୍ତଙ୍କ ଲଭଦାୟୀ | କିନ୍ତୁ ମୁଖ ଅନୁସାରେ ଏହାର ମହତ୍ୱ ଭିନ୍ନ ଭିନ୍ନ ରହିଥାଏ | ପ୍ରତ୍ୟେକ ରୁଦ୍ରାକ୍ଷ ଉପରେ ଧାରା ରହିଥାଏ | ଧାରା ଅନୁଯାୟୀ ରୁଦ୍ରାକ୍ଷର ମୁଖ ନିର୍ଣ୍ଣୟ […]