ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ତାଙ୍କ ଜୀବନ ଉପରେ କୌଣସି ବିପଦ ନ ଥିବା ଜଣାପଡ଼ିଛି। ତେବେ କପିଲଙ୍କ ହୃଦଘାତ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ତାଙ୍କ ପ୍ରଶଂସକମାନେ ଖୁବଶୀଘ୍ର ଆରୋଗ୍ୟ ହେବା କାମନା କରିଛନ୍ତି। କପିଲ ଦେବଙ୍କ ଅଧିନାୟକତ୍ବରେ ଭାରତ ୧୯୮୩ରେ ପ୍ରଥମ […]

ଧର୍ମ

ନବରାତ୍ରିର ସପ୍ତମ ଦିନ : ମା କାଳରାତ୍ରିଙ୍କ ଉପାସନା ଦ୍ବାରା ହେବ କାଳ ଏବଂ ଦୁଃଖର ଅନ୍ତ

ଅକ୍ଟୋବର ୨୩ତାରିଖରେ ଶାରଦୀୟ ନବରାତ୍ରିର ସପ୍ତମ ଦିନ। ନବରାତ୍ରିର ସପ୍ତମ ଦିନ ଦେବୀ ଦୁର୍ଗାଙ୍କ ସପ୍ତମ ସ୍ବରୂପ ମା କାଳରାତ୍ରିଙ୍କ ପୂଜା ଆରାଧନା କରାଯାଇଥାଏ। ମାତାଙ୍କ ଏହି ସ୍ବରୂପଙ୍କ ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳିବା ସହ ବ୍ୟକ୍ତିଙ୍କ ଶତ୍ରୃର ନାଶ ମଧ୍ୟ ହୋଇଥାଏ। ନବରାତ୍ରିର ସପ୍ତମ ଦିନ ମାଙ୍କ ସ୍ମରଣ କରିବା ମାତ୍ରେ ହିଁ ନକରାତ୍ମକ ଶକ୍ତିର ନାଶ ହୋଇଥାଏ। ନବରାତ୍ରିର ସପ୍ତମୀ ତିଥି ଅବସରରେ ଆସନ୍ତୁ ଜାଣିବା ମାତାଙ୍କ ସ୍ବରୂପର […]

ଲାଇଫ୍ ଷ୍ଟାଇଲ

କ୍ଷୀରରେ ଘିଅ ମିଶାଇ ସେବନ କଲେ ଦୂର ହୋଇଥାଏ ଅନେକ ସମସ୍ୟା, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ୱର ୨୨/୧୦ : କ୍ଷୀରରେ ଘିଅ ମିଶାଇ ସେବନ କଲେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। କ୍ଷୀରରେ ଘିଅ ମିଶାଇ ପିଇବା ପ୍ରଚଳନ ବହୁତ ପୁରୁଣା। ବିଶେଷକରି ଗଣ୍ଠି ଯନ୍ତ୍ରଣା ଓ ପେଟ ଯନ୍ତ୍ରଣାରେ ପୀଡିତ ଲୋକଙ୍କ ସମସ୍ୟା ଦୂର ହୋଇଥାଏ। ଗୁଆ ଘିଅରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି। ଏହାସହ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ଗୁଣ ମଧ୍ୟ ରହିଛି। ଯଦି ସବୁବେଳେ ଥକାପଣ ଅନୁଭୂତ ହୁଏ କିମ୍ବା ଛୋଟରୁ ଛୋଟ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଆୟୋଜନ ହେବ । ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରାରେ ଭବାନୀପାଟଣା ସହରରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ କୋଭିଡ୍ ପାଇଁ ପ୍ରଥମ ଥର ବିନା ଭକ୍ତରେ ଛତର ଯାତ୍ରା ପାଳନ ହେବ । ଏଥିପାଇଁ ୨୨ ତାରିଖ ମଧ୍ୟ […]

କଳା ଓ ସଂସ୍କୃତି ଧର୍ମ

ବ୍ରହ୍ମଚାରୀ ନୁହନ୍ତି ହନୁମାନ ! ଏମିତି ଏକ ମନ୍ଦିର ଅଛି ଯେଉଁଠି ପତ୍ନୀଙ୍କ ସହ ପୂଜା ପାଆନ୍ତି ସଙ୍କଟ ମୋଚନ

ସଙ୍କଟ ମୋଚନ ଶ୍ରୀ ହନୁମାନ ବ୍ରହ୍ମଚାରୀ ଭାବେ ପରିଚିତ | ସାରା ଦୁନିଆ ତାଙ୍କୁ ବାଳ ବ୍ରହ୍ମଚାରୀ ବୋଲି ଜାଣିଚି | ଆପଣ ଜାଣିଛନ୍ତି କି ଶ୍ରୀ ହନୁମାନଙ୍କ ବିବାହ ମଧ୍ୟ ହୋଇଥିଲା ? ନିଜ ପତ୍ନୀଙ୍କ ସହ ତାଙ୍କର ଏକ ମନ୍ଦିର ମଧ୍ୟ ଅଛି | ଏହି ମନ୍ଦିରର ଦର୍ଶନ କରିବା ପାଇଁ ଲୋକେ ବହୁ ଦୂରରୁ ଆସିଥାନ୍ତି | ହନୁମାନଙ୍କ ଏହି ମନ୍ଦିର ଦର୍ଶନ କରିବା ପରେ ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା […]

ଧର୍ମ

ରୁଦ୍ରାକ୍ଷ ପିନ୍ଧିଛନ୍ତି କି ? ଜାଣନ୍ତୁ କଣ କରିବେ, କେଉଁ କାମରୁ ଦୂରେଇ ରହିବେ

ଭୁବନେଶ୍ୱର : ଭଗବାନ ଶିବଙ୍କ କୃପା ପାଇଁ ରୁଦ୍ରାକ୍ଷ ଧାରଣ କରିବା ପରମ୍ପରା ପୁରୁଣା କାଳରୁ ଚାଲି ଆସୁଛି | ଉଜ୍ଜେନ ଜ୍ୟୋତିଷ ଓ ଶିବମହାପୁରାଣ କଥାକାର ପଣ୍ଡିତ ମନୀଷ ଶର୍ମାଙ୍କ କହିବାନୁଯାୟୀ, ରୁଦ୍ରାକ୍ଷ ଶିବଙ୍କ ଲୁହରୁ ଉତ୍ପନ୍ନ ହୋଇଥିଲା | ପୁରାଣ ଅନୁଯାୟୀ, ଥରେ ଭଗବାନ ଶିବ ଧ୍ୟାନରେ ବସିଥିବା ସମୟରେ ତାଙ୍କୁ ଆଖିରୁ ଲୁହ ଝରିଥିଲା | ଶିବଙ୍କ ଆଖିରୁ ଝରିଥିବା ଏହି ଲୁହ ରୁଦ୍ରାକ୍ଷ ବୃକ୍ଷରେ ପରିଣତ ହୋଇଥିଲା | ରୁଦ୍ରାକ୍ଷ ଏକମୁଖୀରୁ […]

ଧର୍ମ

ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ହୋଇପାରେ ଧନବର୍ଷା : ଜାଣନ୍ତୁ କେଉଁ କେଉଁ ରାଶି ?

ସିଂହ ରାଶି : ସିଂହ ରାଶିର ସ୍ବାମୀ ସୂର୍ଯ୍ୟ ଶତ୍ରୃ ଗ୍ରହ ମଧ୍ୟରେ ଆସି ଯାଇଛି। ଆମଦାନୀର ନୂଆ ସ୍ରୋତ ହେବ। ଶିକ୍ଷା,ପ୍ରତିଯୋଗିତାରେ ବିଶେଷ ସଫଳତା ମିଳିବ। ଶତ୍ରୃ ପରସ୍ପର ମଧ୍ୟରେ ଯୁଦ୍ଧ କରି ପରାସ୍ତ ହେବେ। ଆପଣଙ୍କ ବୁଦ୍ଧି ଏବଂ କଳ୍ପନାଶକ୍ତିର ବିକାଶ ହେବ। କାର୍ଯ୍ୟରେ ମନ ଲାଗିବ। କଥାବାର୍ତ୍ତାରେ ସଂଯମତା ଯୋଗୁଁ ଆପଣ ସମ୍ମାନ ପାଇବେ। ସନ୍ତାନ ପକ୍ଷରୁ କୌଣସି ଭଲ ଖବର ଆପଣଙ୍କୁ ଖୁସି କରିବ। ଆର୍ଥିକ ସ୍ଥିତି,ନିବେଶ ଏବଂ ବୈଦେଶିକ କ୍ଷେତ୍ରରେ […]

କଳା ଓ ସଂସ୍କୃତି ଧର୍ମ

ଆପଣଙ୍କ ହାତରେ ରହିଛି କି ଏହିଭଳି ରେଖା ? ଏହା ଆଣେ ସୁଖ ସମୃଦ୍ଧି : ଯଦି ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ହାତରେ ଥାଏ ତେବେ …

ଭୁବନେଶ୍ୱର : ମଣିଷକୁ ସମୟ ପୂର୍ବରୁ ଓ ଭାଗ୍ୟଠାରୁ ଅଧିକ ମିଳିନଥାଏ ବୋଲି ଏକ ବିଶ୍ୱାସ ରହିଛି | ଏପଟେ ଭାଗ୍ୟଶାଳୀ ଲୋକମାନେ ବିଶ୍ୱାସ କରନ୍ତି ଯାହା ଭାଗ୍ୟରେ ଲେଖାଯାଇଥାଏ ସେୟା ହିଁ ଘଟେ | ଭାଗ୍ୟ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପ୍ରୟୋଗ ରହିଛି | ଜ୍ୟୋତିଷ ଶାସ୍ତ୍ରରେ କେବଳ ହସ୍ତରେଖା ଏବଂ ସେମାନଙ୍କର ଆକୃତି, ଗଭୀରତା ଏବଂ ରଙ୍ଗକୁ ଦେଖି କାହାର ଭାଗ୍ୟ ଏବଂ ଜୀବନ ବିଷୟରେ ସହଜରେ ଅନୁମାନ କରାଯାଇପାରେ | […]

ଧର୍ମ

ଘରକୁ କେବେ ବି ଆଣନ୍ତୁ ନାହିଁ ଠାକୁରଙ୍କର ଏଭଳି ପ୍ରତିମୂର୍ତ୍ତି କିମ୍ବା ଫଟୋ, ଏହା ହୋଇପାରେ ଦୁର୍ଭାଗ୍ୟ

ସମସ୍ତ ଲୋକଙ୍କ ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋଚିତ୍ର ରହିଥିବା | କିନ୍ତୁ ଆପଣ ଜାଣନ୍ତି କି ଘରେ ଭଗବାନଙ୍କ ସମସ୍ତ ମୂର୍ତ୍ତି କିମ୍ବା ଫଟୋଚିତ୍ର ରଖିବା ଶୁଭ ନୁହେଁ | ଏଭଳି କିଛି ମୂର୍ତ୍ତି କିମ୍ବା ଫଟୋଚିତ୍ର ମଧ୍ୟ ଅଛି ଯାହା ଘରେ ସ୍ଥାପିତ ହୋଇଥିଲେ ତାହା ଆପଣଙ୍କ ପାଇଁ ଦୁର୍ଭାଗ୍ୟ ଆଣିପାରେ | • ଘରର ମନ୍ଦିରରେ ଭଗବାନଙ୍କ ରୂପର ମୂର୍ତ୍ତି କେବେବି ସ୍ଥାପନ କରାଯିବା ଉଚିତ୍ ନୁହେଁ | ଏକ ରୌଦ୍ର ମୂର୍ତ୍ତି […]

ଧର୍ମ

ଗୋଟିଏ ଲେମ୍ବୁ ,ଗୋଟିଏ ନଡ଼ିଆ : ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା

ଆଦିକାଳରୁ ଭାରତର ପ୍ରାୟତଃ ସମସ୍ତ ଧର୍ମରେ ବଳି ପ୍ରଥା ରହିଛି। ଆଜି ଯାଏଁ କେହି ଭଗବାନଙ୍କୁ କୌଣସି ବସ୍ତୁକୁ ଉପଭୋଗ କରିବାର ଦେଖି ନାହାନ୍ତି। ଭାରତର ଅନେକ ସ୍ଥାନରେ ଦେବୀ-ଦେବତା ଏବଂ ପଶୁଙ୍କ ବଳି ଦିଆଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ବଳି କାହିଁକି ଦିଆଯାଇଥାଏ। ଏହାର ମୂଳ କାରଣ ତନ୍ତ୍ରରେ ଲୁଚି ରହିଛି। ଏହି ପ୍ରଥାକୁ ବୁଝିବା ପାଇଁ ସର୍ବପ୍ରଥମେ ଆମକୁ ତନ୍ତ୍ରଶାସ୍ତ୍ର ଅଧ୍ୟୟନ କରିବାକୁ ପଡ଼ିବ କାରଣ ବଳିର ଆରମ୍ଭ ତନ୍ତ୍ରରୁ ହୋଇଛି। ପ୍ରତ୍ୟେକ […]