କର୍କଟ
କର୍କଟ: କାର୍ଯ୍ୟକ୍ଷେତ୍ରରେ ଧନଲାଭର ନୂଆ ଉତ୍ସ ତଲାସ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ।
ଭୁବନେଶ୍ବର: ଆଜି ତିନିଟି ପୌରପାଳିକାର ତିନିଟି ୱାର୍ଡ ଓ ଗୋଟିଏ ଏନ୍ଏସି ଅଧ୍ୟକ୍ଷ ପଦବି ପାଇଁ ହୋଇଥିବା ଉପନିର୍ବାଚନରେ ବିଜେଡିର ବାଜିମାତ ହୋଇଛି। କନ୍ଧମାଳ ଜିଲ୍ଲାର ଘୁ ଉଦୟଗିରି ଏନ୍ଏସି ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବସ୍ମିତା ଶତପଥୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରଞ୍ଜିତା ନାୟକଙ୍କୁ ୨୩୫୫ ଭୋଟ୍ରେ ପରାସ୍ତ କରିଛନ୍ତି। ଦେବସ୍ମିତା ୩,୧୧୧ ଖଣ୍ଡ ଭୋଟ ପାଇଛନ୍ତି। ଘୁ ଉଦୟଗିରି ଏନ୍ଏସି ପୂର୍ବରୁ ବିଜେଡି ଦଖଲରେ ଥିଲା ଏବଂ ପୂର୍ବତନ […]