ଧର୍ମ

ସ୍ବପ୍ନରେ ଭଗବାନ ଶିବ ଏବଂ ସାପ ଦେଖୁଛନ୍ତି କି ? ଜାଣନ୍ତୁ ଏହା ଦେଇଥାଏ କେଉଁ ସଙ୍କେତ

ସ୍ବପ୍ନରେ ଆମେ ଅନେକ ଥର ଦେଖୁ ଯାହା ବିଷୟରେ ଆମେ କଥାବାର୍ତ୍ତା କରୁ କିମ୍ବା ଯାହା ଆମ ମନରେ ରହିଥାଏ । କିନ୍ତୁ ଅନେକ ଥର ଏପରି ସ୍ବପ୍ନ ଆସିଥାଏ ଯାହାକୁ ଦେଖିବା ପରେ ଆମେ ଭାବୁ ଯେ, କାହିଁକି ଏପରି ସ୍ବପ୍ନ ଦେଖିଲୁ ବୋଲି । ମାତ୍ର ଏହି ସ୍ବପ୍ନଗୁଡିକ ଆପଣଙ୍କୁ କିଛି ସଂକେତ ଦେବା ପାଇଁ ଉଦ୍ଦିଷ୍ଟ ଥାଏ । ଭଗବାନ ସ୍ବପ୍ନ ମାଧ୍ୟମରେ ମନୁଷ୍ୟମାନଙ୍କ ସହିତ ଘଟିବାକୁ ଥିବା ଶୁଭ ଏବଂ ଅଶୁଭ […]

କଳା ଓ ସଂସ୍କୃତି ଧର୍ମ

ପାକିସ୍ତାନର ଏହି ମନ୍ଦିରରୁ ଆରମ୍ଭ ହୋଇଥିଲା ଭାରତରେ ହୋଲି ପାଳନର ପ୍ରଥା

ଭାରତୀୟ ସଂସ୍କୃତିରେ ରଙ୍ଗର ପର୍ବ ହୋଲି ସାରା ଦେଶରେ ଧୁମ ଧାମରେ ପାଳିତ ହୁଏ। ତେବେ ଜାଣନ୍ତି କି ଏହି ପର୍ବର ପ୍ରାରମ୍ଭ କେଉଁଠୁ ହୋଇଥିଲା। ଏହି ପର୍ବର ପ୍ରାରମ୍ଭ ପ୍ରଥମେ ମୁଲତାନ (ଏବେକାର ପାକିସ୍ତାନ) ପ୍ରାନ୍ତର ଭଗବାନ ବିଷ୍ଣୁ ମନ୍ଦିରରୁ ହୋଇଥିଲା। ଏଠାରେ ଅବସ୍ଥିତ ଭକ୍ତ ପ୍ରହ୍ଲାଦ ମନ୍ଦିରରେ ଦେଶରେ ପ୍ରଥମ ହୋଲି ପର୍ବ ପାଳନ ହୋଇଥିଲା। ପାକିସ୍ତାନ ମୁଲତାନରେ ଥିବା ଏହି ମନ୍ଦିରକୁ ପ୍ରହ୍ଲାଦପୁରୀ ମଧ୍ୟ କୁହାଯାଏ। ହୋଲି ପର୍ବ ଲାଗି ଏଠାରେ ସ୍ୱତନ୍ତ୍ର […]

ଧର୍ମ

ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ହୋଲି, ଜାଣନ୍ତୁ ଦେଶରେ ଆରମ୍ଭ ହେଲା କେବେ?

ରଙ୍ଗର ଉତ୍ସବ ହୋଲି ଫଗୁଣମାସ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୁଏ। ଉଚ୍ଚାଙ୍ଗ ସଙ୍ଗୀତ ସାଙ୍ଗକୁ ଢୋଲ, ମାର୍ଦ୍ଦଳର ତାଳେ ତାଳେ ପରସ୍ପରକୁ ରଙ୍ଗ ଲଗେଇ ଅଭିନନ୍ଦନ ଜଣାଇବାର ଏହି ପର୍ବ ସାରା ଦେଶରେ ପାଳିତ ହୁଏ। ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ଭାବେ ପାଳିତ ହେଉଥିବା ଏହି ପର୍ବ ପୌରାଣିକ କଥା ହିରଣ୍ୟକଶ୍ୟପ ସହିତ ଜଡିତ। ଏଥିଲାଗି ହୁଏ ହୋଲିକା ଦହନ ପୌରାଣିକ କାଳରେ ହିରଣ୍ୟକଶ୍ୟପ ନାମରେ ଜଣେ ରାଜା ଥିଲେ। ତେବେ ତାଙ୍କ ଆଚରଣ […]

ଧର୍ମ

ଶ୍ରୀକୃଷ୍ଣଙ୍କର ଏହା ହେଉଛି ପ୍ରିୟ ଭୋଜନ, ଯାହା ଅନେକ ଶାରୀରିକ ସମସ୍ୟାର ରାମବାଣ ଉପାୟ

ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ଭୋଜନ ମଧ୍ୟରେ ଲହୁଣୀ ଓ ମିଶ୍ରି ଅନ୍ୟତମ। ଆପଣ ବି ଚାହିଁଲେ ନିୟମିତ ସେବନ କରିପାରିବେ। ଯାହା ଆପଣଙ୍କୁ ସ୍ୱସ୍ଥ ରଖିବା ସହ ସତେଜ ବି କରିବ। ବାର୍ଦ୍ଧକ୍ୟରେ ବି କେବେ ଆଣ୍ଠୁଗଣ୍ଠି ନେଇ ସମସ୍ୟାରେ ପଡିବେ ନାହିଁ ବୋଲି ଆୟୁର୍ବେଦାଚାର୍ଯ୍ୟମାନେ କହନ୍ତି। କାରଣ ଲହୁଣୀରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ମ୍ୟାଗ୍ନେସିୟମଓ ଫସଫରସ ଭଳି ପୋଷକ ତତ୍ୱ ରହିଛି। ଯାହା ହାଡକୁ ମଜଭୁତ କରିବା ସହ ତତ୍ ଜନିତ ସମସ୍ତ ରୋଗରୁ ଲୋକକୁ […]

ଧର୍ମ

ବୁଧବାର ଦିନ କରନ୍ତୁ ଏହି ୫ଟି ସହଜ ଉପାୟ : ସୁଖ-ସମୃଦ୍ଧିରେ ଭରିଯିବ ଆପଣଙ୍କ ଜୀବନ

ଘରେ ସୁଖ-ସମୃଦ୍ଧି ବଜାୟ ରଖିବା ପାଇଁ କିଛି ଉପାୟ ଅବଲମ୍ବନ କରିବା ନିତାନ୍ତ ଜରୁରୀ। ବୁଧବାର ଦିନ ବୁଧଗ୍ରହଙ୍କୁ ସମର୍ପିତ ହୋଇଥାଏ। ଏହି ଦିନ କରାଯାଇଥିବା ଉପାୟ ଆପଣଙ୍କୁ ଜୀବନ ବ୍ୟାପି ଫଳ ଦେବ। ତେବେ ଆସନ୍ତୁ ଜାଣିବା ଏପରି କେଉଁ ଉପାୟ ଦ୍ବାରା ଆପଣଙ୍କ ଜୀବନ ସମୃଦ୍ଧ ହେବ। • ଏହି ଦିନ ଗଣେଶଙ୍କ ପୂଜା କରିବା ଉଚିତ୍। ଏହି ଦିନ ମନ୍ଦିର ଯାଇ ଭଗବାନ ଗଣେଶଙ୍କୁ ୧୧ରୁ ୨୧ଦୁବ ଘାସ ଚଢ଼ାଇବା ଉଚିତ୍। ଆପଣ […]

କଳା ଓ ସଂସ୍କୃତି ଧର୍ମ

ପାପ ହାତୀ, ପୁଣ୍ୟ ଅଙ୍କୁଶ

ପ୍ରତ୍ୟେକ ମାସରେ ଦୁଇଟି କରି ବର୍ଷ ମଧ୍ୟରେ ଚବିଶିଟି ଏକାଦଶୀ ପଡ଼େ। ଗୋଟିଏ କୃଷ୍ଣ ପକ୍ଷରେ ଓ ଗୋଟିଏ ଶୁକ୍ଳ ପକ୍ଷରେ। ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀକୁ ‘ଇନ୍ଦିରା’ ଏକାଦଶୀ ଓ ଶୁକ୍ଳପକ୍ଷ ଏକାଦଶୀକୁ ‘ପାପାଙ୍କୁଶା’ ଏକାଦଶୀ କହନ୍ତି। ଏହି ନାମର ତାତ୍ପର୍ଯ୍ୟ ହେଉଛି- ଏହି ଏକାଦଶୀ ବ୍ରତ କଲେ ଯେଉଁ ପୁଣ୍ୟ ଅର୍ଜନ ହୁଏ, ସେହି ପୁଣ୍ୟର ଅଙ୍କୁଶରେ ପାପରୂପୀ ହାତୀକୁ ବେଧନ କରାଯାଇପାରେ। କଥିତ ଅଛି, ଏହି ଏକାଦଶୀ ପାଳନ କଲେ ଦଶପିଢ଼ି ମାତୃପକ୍ଷ, ଦଶପିଢ଼ି […]

କଳା ଓ ସଂସ୍କୃତି ଧର୍ମ

ଶ୍ରୀମନ୍ଦିରର ଶାକ୍ତ ଗୁଣ୍ଡିଚା

‘ଗୁଣ୍ଡିଚା’ କେବଳ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ନାମ ନୁହେଁ; ‘ଗୁଣ୍ଡିଚା’ ନାମରେ ଆହୁରି କେତୋଟି ଯାତ୍ରା ମଧ୍ୟ ଶ୍ରୀମନ୍ଦିରରେ ପାଳିତ ହୁଏ। ସେଥିରୁ ଗୋଟିଏ ହେଉଛି ‘ଶାକ୍ତ ଗୁଣ୍ଡିଚା’। ବିଶେଷତ୍ୱ ଦୃଷ୍ଟିରୁ, ଦେବୀ ବିମଳାଙ୍କର ଷୋଡ଼ଶ ଦିନବ୍ୟାପୀ ଶାରଦୀୟ ଦୁର୍ଗାପୂଜା ଏହି ନାମରେ ନାମିତ ହୋଇଛି। ଏହାକୁ ଅନେକେ ‘ଶାରଦୀୟ ଗୁଣ୍ଡିଚା’ ମଧ୍ୟ କହି ଥାଆନ୍ତି। ଏହି ପୂଜାର ଉପାସ୍ୟ ଦେବଦେବୀ ହେଉଛନ୍ତି ଶ୍ରୀମାଧବ ଓ ଦୁର୍ଗା। ଶାରଦୀୟ ଦୁର୍ଗାପୂଜା ଅବସରରେ ଦୁର୍ଗା ଓ ମାଧବ ଏକତ୍ର ଉପାସିତ […]

ଧର୍ମ

ଦେବୀ ଦୁର୍ଗା: ଅଙ୍ଗେ ଅଙ୍ଗେ ତେଜପୁଞ୍ଜ

ଦେବୀ ଦୁର୍ଗା ମହିଷମର୍ଦ୍ଦିନୀ। ‘ମାର୍କଣ୍ଡେୟ ପୁରାଣ’ର ସାତଶହ ଶ୍ଳୋକରେ ଏହି ଦେବୀଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ତାହା ‘ଦୁର୍ଗା ସପ୍ତଶତୀ’ ଭାବରେ ପ୍ରସିଦ୍ଧ। ସେହିଥିରେ ଅଛି ‘ମହିଷାସୁର’ ଉପାଖ୍ୟାନ। ମହିଷାସୁର ଥିଲା ଅସୁରମାନଙ୍କର ରାଜା। ସେ ସ୍ୱର୍ଗପୁର ଅଧିକାର କରିବାକୁ ଦେବରାଜ ଇନ୍ଦ୍ରଙ୍କ ସହ ଯୁଦ୍ଧ କଲା। ଦୀର୍ଘ ଶହେ ବର୍ଷ ଧରି ସେ ଯୁଦ୍ଧ ଚାଲିଲା। ପରିଶେଷରେ ଦେବତାମାନେ ପରାସ୍ତ ହେଲେ। ଫଳରେ ଇନ୍ଦ୍ରଙ୍କ ସମେତ ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ବାୟୁ, ଯମ, ବରୁଣ ଆଦି […]

ମନୋରଞ୍ଜନ

‘ଏବେ ମୁଁ ନିଜେ ମା’ ଙ୍କ ଅବତାର ଧାରଣ କରିବି’ – ନବରାତ୍ରିର ପାବନ ଅବସରରେ ଏପରି କହିଲେ ଅମୃତା

ମୁମ୍ବାଇ ୨୩/୧୦: ଇସ୍କ ଭିସ୍କ,ବିବାହ,ମେଁ ହୁଁ ନା ଭଳି ଦମଦାର ଫିଲ୍ମରେ ଅଭିନୟ କରିଥିବା ଅମୃତା ରାଓ ଖୁବ୍ ଶୀଘ୍ର ନିଜ ଘରେ ନୂଆ ଅତିଥିକୁ ସ୍ବାଗତ କରିବେ। ଅମୃତା ଏବଂ ତାଙ୍କ ସ୍ବାମୀ ଅନମୋଲ୍ ପ୍ରଥମ ଥର ମା-ବାପା ହେଉଥିବାରୁ ଉତ୍ସାହୀ ଅଛନ୍ତି। ନବରାତ୍ରିର ଖାସ୍ ଅବସରରେ ଅମୃତା ନିଜ ଗର୍ଭଧାରଣର ୯ମାସରେ ଅଛନ୍ତି ଯାହା ତାଙ୍କ ପାଇଁ ଏକ ଆଶୀର୍ବାଦ ଭଳି। ନିକଟରେ ଗର୍ଭବତୀ ଅମୃତା ରାଓ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ବେବି ବମ୍ପ […]

ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରି ପାରିନାହାନ୍ତି। ତିନି ଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ସଂସ୍କରଣରେ ନିଜର ଖ୍ୟାତି ଅନୁଯାୟୀ ପ୍ରଦର୍ଶନ କରି ପାରିନାହିଁ ଏବଂ ଦଳ ପ୍ଲେଅଫ୍‌ ଦୌଡରୁ ବାଦ୍‌ ପଡିବାର ଦ୍ଵାର ଦେଶରେ ରହିଛି। ଦଳ ୧୦ଟି ମ୍ୟାଚ୍‌ରୁ ମାତ୍ର ୩ଟିରେ ବିଜୟୀ ହୋଇଛି। ୬ ପଏଣ୍ଟ […]